ସାବଧାନ ଏବେ ମାଛ ବି ନକଲି ଦେଖିବାକୁ ମିଳିଛି । ଜାଣନ୍ତୁ କେମିତି ଚିନ୍ହିବେ ଅସଲି ମାଛ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିଭଳି ରାଜଧାନୀ ରେ ନକଲି ଘିଅ ଏବଂ ଆଚାର ପରେ ନକଲି ମାଛ ବିକୁଛନ୍ତି ବ୍ୟବସାୟୀ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଛନ୍ତି ଗତ କିଛି ଦିନ ହେବ ରାଜଧାନୀ ରେ ବିଭିନ୍ନ ନକଲି ଜିନିଷ ଠାବ ହେଉଛି।  ଯେଭଳିକି ନକଲି ଘିଅ,ଟମାଟୋ ସସ,ବିଭିନ୍ନ ମସଲା ଭଳି ଏବେ ଭୁବନେଶ୍ୱର ରେ ମିଳୁଛି ନକଲି ମାଛ । ତେବେ ରାଜଧାନୀରେ ବିକ୍ରି ହେଉଛି ନକଲି ମାଛ । ପୋହଳା କହି ଗ୍ରାହକଙ୍କୁ ମିରିକାଳି ଦେଇ ଠକୁଛନ୍ତି ମାଛ ବ୍ୟବସାୟୀ । ଅସଲି ନକଲିର ତଫାତ ଭିତରେ ଠକାମୀର ଶିକାର ସ୍ମାର୍ଟ ସିଟି ବାସିନ୍ଦା  

 

ତେବେ ଏହା କୌଣସି ନକଲି ମାଛ ନୁହେଁ । ଏହା ସେଠାରେ ମାଛ ଦୋକାନ ରେ ବସୁଥିବା ମାଛ ବ୍ୟବସାୟୀ ମାନେ କରୁଛନ୍ତି । ତେବେ ଏହି ମାଛ ବ୍ୟବସାୟୀ ମାନେ ମିଛ କହି ମିରିକାଳୀ ମାଛ କୁ ପୋହଲା କହି ବିକୁଛନ୍ତି ।  ଯାହା ଫଳରେ କମ ଦାମୀ ମାଛ କୁ ଦାମୀ କହି ସେମାନେ ବିକ୍ରି କରୁଛନ୍ତି । ଯାହା ଫଳରେ ସାଧାରଣ ଖାଉଟି ମାନେ ଠକାମୀ ରେ ପଡୁଛନ୍ତି । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *