ସାବଧାନ ! ଭୁବେନେଶ୍ୱର କୁ ଆସିଛି କି ନାହିଁ ବାଡ଼ ଫ୍ଲୁ ଯାଣନ୍ତୁ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ଜାଣିବା ଚିଲିକା କୁ  ଆସିଥିବା ପକ୍ଷୀ ମାନଙ୍କ ଦ୍ଵାରା ବାଡ ଫ୍ଲୁ ଆଶଙ୍କା ବିଷୟ ରେ ଏବଂ ଏହାର ଦ୍ଵାରା ଓଡ଼ିଶା ରେ କଣ ପ୍ରଭାବ ପକେଇବ । ଏ ବିଷୟ ରେ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ଦେଖନ୍ତୁ ।

 

କିଛି ଦିନ ପୂର୍ବେ ୧୪୪ ପ୍ରଜାତି ର ୧୧ ଲକ୍ଷ ପକ୍ଷୀ ଙ୍କୁ ସଂରକ୍ଷଣ କରାଯାଇଛି ଏହାରି ଭିତରେ ଭୁବନେଶ୍ୱର ମଧ୍ୟ ବିଦେଶୀ ପକ୍ଷୀ ଙ୍କ ର ଚାହିଦା ବଢ଼ିଛି । ୨୦୨୦ କରୁଣା ମହାମାରୀ ସମୟରେ ଯେତେବେଳେ ଘରୁ ବାହାରିବା କଷ୍ଟ କର ହୋଇପଡ଼ିଥିଲା ଏହି ସମୟ ରେ ଲୋକ ମାନେ ଘରେ ରହି ପକ୍ଷୀ ମାନଙ୍କ ର ପ୍ରେମ ରେ ପଡି ଯାଇଥିଲେ ଏହାରି ଭିତରେ ଦେଶୀ ପକ୍ଷୀ ଙ୍କ ଠାରୁ ବିଦେଶୀ ପକ୍ଷୀ ଙ୍କ ର ଚାହିଦା ବଢ଼ିଛି । ଭୁବନେଶ୍ୱର ରେ ବାର୍ଡ ସପ୍ ରେ ବିଦେଶୀ ପକ୍ଷୀ ମାନଙ୍କୁ ଚଢା ରେଟ୍ ରେ ବିକ୍ରି କରାଯାଇଛି ।

 

ଏହାରି ଭିତରେ ଚିଲିକା କୁ ବିଦେଶ ରୁ ଆସିଥିବା ପକ୍ଷୀମାନଙ୍କ ର ସଂଖ୍ୟା ବଢିବା ରେ ଲାଗୁଚି ଏହାକୁ ଦେଖି ବାଡ ଫ୍ଲୁ ବଢି ବୋଲି ଓଡ଼ିଶା ବନ ବିଭାଗର ତରଫରୁ ସତର୍କ କରାଯାଇଛି । ଆପଣ ମାନେ ଜାଣିଛନ୍ତି ଶୀତ ଦିନ ରେ ଓଡ଼ିଶା ର ଚିଲିକା ହ୍ରଦ କୁ ବିଦେଶ ରୁ ବିଭିନ୍ନ ପ୍ରକାର ର ପକ୍ଷୀ ବିଭିନ୍ନ ପ୍ରାନ୍ତର ରୁ ଆସିଥାନ୍ତି ଏହି ଡର ରେ ଅନ୍ୟ ପକ୍ଷୀ ମାନେ ଆସି ଓଡ଼ିଶା ର ପକ୍ଷୀ ଙ୍କ ସହ ମିଶିଲେ ବାଡ ଫ୍ଲୁ ହବ ର ସମ୍ଭାବନା ରହିଛି।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *