ସାରା ଓଡ଼ିଶାରେ ଭାଇରାଲ ହେଲା କୁନି ଝିଅ ର ଭିଡ଼ିଓ । ପାଠ ପଢା କୁ ନେଇ ଯାହା କହିଲା ଆପଣ ଶୁଣିଲେ ଆଶ୍ଚଯ୍ୟ ହେବେ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସାରା ଓଡ଼ିଶାରେ ଭାଇରାଲ ହୋଇଥିବା ଏକ କୁନି ଝିଅ ର ଭିଡ଼ିଓ ବିଷୟରେ ଯେଉଁଥିରେ ଝିଅ ଟି ପାଠ ପଢା ବିଷୟରେ କହୁଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ବର୍ତ୍ତମାନ ସମୟରେ ସାରା ଓଡ଼ିଶା ରେ ବର୍ତ୍ତମାନ ଏହି କୁନି ଝିଅ ର ଭିଡ଼ିଓ ଚହଳ ସୃଷ୍ଟି କରିଛି । ତେବେ କୁନି ଝିଅ ଟି ଅଙ୍ଗନବାଡ଼ି ରେ ପଢୁଥିବାର ଉକ୍ତ ଭିଡ଼ିଓ ରୁ ଯାହା ଜଣା ପଡୁଛି । ତେବେ ଛୁଆ ଝିଅ ଟି ପାଠ ପଢାକୁ ନେଇ ତାର ଶିକ୍ଷୟିତ୍ରୀ କୁ କିଛି କହୁଛି । ଯାହା କୁ ଶୁଣିଲେ ସତରେ ହସି ହସି ଆଖିରୁ ଲୁହ ଝରି ଜିବ । 

 

ତେବେ ଏହି ବୟସରେ ତାର ଚିନ୍ତା ଧାରା କୁ ଶୁଣିଲେ ମଧ୍ୟ ଆପଣ ଆଶ୍ଚଯ୍ୟ ହେବେ । ତେବେ କୁନି ଝିଅ ଟି କୁ ଯେତେବେଳେ ତାର ଶିକ୍ଷକ ପଚାରିଲେ ତୁ ପାଠ ପଢ଼ିକି କଣ କରିବୁ । ତେବେ ଛୁଆ ଟି କହିଛି ଯେ “ମୁଁ ପାଠ ପଢିବି ଚାକିରୀ କରିବି କୁରକୁରେ ଆଉ ଆଳୁ ଚିପ୍ସ କିଣି କରି ଖାଇବି।” 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *