ସିଦ୍ଧାନ୍ତ ଓ ମାମା ମିଶ୍ର କଣ କହିଲେ ସରୋଜ ଓ ପ୍ରମୋଦିନି ଙ୍କୁ ଭିଡ଼ିଓ ଭାଇରଲ…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ସରୋଜ ଓ ପ୍ରମୋଦିନି ଙ୍କ ବିବାହ ରିସିପିସନ ପାର୍ଟି ବିଷୟରେ….

ପ୍ରମୋଦିନ ଜଣେ ହେଉଛନ୍ତି ଏସିଡ ପୀଡିତ ଦୀର୍ଘ 9 ବର୍ଷ ହେଲାଣି ଏହି ଯନ୍ତ୍ରଣା ରେ ପ୍ରମୋଦିନି ଛଟପଟ ହେଉଥିଲେ । ସରୋଜ ଭଗବାନ ଙ୍କ ଭଳି ଆସି ପ୍ରମୋଦିନି ଙ୍କ ଜୀବନରେ ଖୁସିର ଲହରୀ ଛିଡା କରି ଦେଇଛନ୍ତି । ଏଥି ପାଇଁ ସରୋଜ ଙ୍କୁ ସବୁଆଡେ ବାଃ ବାଃ ପ୍ରଶଂସା ମିଳୁଛି ଓ ଦୁଇ ଜଣଙ୍କ ଦାମ୍ପତ୍ୟ ଜୀବନ କିଭଳି ସରସ ସୁନ୍ଦର ହେଉ ଏହା ମଧ୍ୟ ପାର୍ଥନା କରୁଛନ୍ତି ।

ଯେଉଁ ଦିନ ସବ୍ୟ ଓ ଅର୍ଚ୍ଚିତା ଙ୍କ ବିବାହ ହୋଇଥିଲା ସେହି ଦିନ ସରୋଜ ଓ ପ୍ରମୋଦିନି ଙ୍କ ର ମଧ୍ୟ ବିବାହ ହୋଇଥିଲା । ଗତ କାଲି ରେସେପସନ ପାର୍ଟି ହୋଇଥିଲା ଏହି ଅବସରରେ ବହୁତ ନେତା ଓ ମନ୍ତ୍ରୀ ଓ ଫିଲ୍ମ ଷ୍ଟାର ଙ୍କୁ ଦେଖିବାକୁ ମିଳିଥିଲେ । ଓଡ଼ିଆ ସିନେ ଜଗତ ର ସୁପରଷ୍ଟାର ସିଦ୍ଧାନ୍ତ ଓ ସ୍ତ୍ରୀ ମାମା ଙ୍କ ସହ ଏହି ପାର୍ଟି ରେ ଯୋଗ ଦେଇ ଫୁଲ ତୋଡା ଦେଇ ସମ୍ବର୍ଦ୍ଧନା କରିଥିଲେ ଓ ଶୁଭକାମନା ଜଣାଇ ଦାମ୍ପତ୍ୟ ଜୀବନ ସରସ ସୁନ୍ଦର ହେଉ ଆଶ୍ରିବାଦ ମଧ୍ୟ ଦେଇଥିଲେ । ଏହି ଅବସର ରେ ଉସଶ୍ରୀ ମିଶ୍ର ମଧ୍ୟ ସରୋଜ ପ୍ରମୋଦିନି ଙ୍କୁ ଆଶ୍ରିବାଦ ଓ ଶୁଭ କାମନା ଦେଇଥିଲେ ।

ଯଦି ଆମ ର ଏହି ଖବର ଟି ଆପଣ ଙ୍କୁ ଭଲ ଲାଗିଥାଏ ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଆପଣଙ୍କ ଦିନଟି ଆଜି ସୁଭରେ କଟୁ ଜୟ ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା । ଜୟ ଜଗନ୍ନାଥ ସ୍ୱାମୀ ।

 

Leave a Reply

Your email address will not be published. Required fields are marked *