ସିନେମା ହିରୋଇନ ଅସଭ୍ୟ ହୋଇ କରିଲେ ଆନ୍ଦୋଳନ । ଦେଖିବା ପାଇଁ ସହ ସହ ଲୋକଙ୍କ ଭିଡ଼….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଜଣେ ଅଭିନେତ୍ରୀ ଜଣକ ନଗ୍ନ ହୋଇ କରିଥିଲେ ଆନ୍ଦୋଳନ  ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ଆପଣ ମାନେ ଆନ୍ଦୋଳନ ରେ ନଖିଆ ନପିଆ ଆନ୍ଦୋଳନ ନିଆଁ ଜଳାଇ ରାସ୍ତା ଘାଟ ବନ୍ଦ କରି ଅନଦୋଳନ ଶୁଣିଥିବେ । କେବେ କଣ ଆପଣ ନଗ୍ନ ହୋଇ ଆନ୍ଦୋଳନ କଥା ଶୁଣିଛନ୍ତି । ତେବେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ଟଲିଉଡ଼ ରେ । ତେବେ ସେଠାରେ ସମସ୍ତ କଳାକାର ମାନଙ୍କ ପାଇଁ ଏକ ଗ୍ରୁପ ଅଛି ଯାହାର ନାମ ହେଉଛି MMA ତେବେ ଏହି ଗ୍ରୁପ ଟି ଟଲିଉଡ଼ କାମ କରୁଥିବା ସମସ୍ତ ଆକ୍ଟର ମାନଙ୍କୁ ଏକ ମେମ୍ବର ସିପ କାର୍ଡ଼ ଦେଇଥାଏ ।

 

 ତେବେ ଶ୍ରୀ ରେଡ୍ଡୀ ନାମକ ଜଣେ ଅଭିନେତ୍ରୀ ଯିଏକି ୩ ରୁ ଅଧିକ ଫିଲ୍ମ କରିଥିଲେ ମଧ୍ୟ ତାଙ୍କୁ ଏହି ଗ୍ରୁପ ରେ ସାମିଲ ନକରିବାରୁ । ସେ ନଗ୍ନ ହୋଇ ବିଖୋଭ ପ୍ରଦର୍ଶନ କରିଥିଲେ  । ଯାହା ପରେ ସେ ଲୋକ ମାନଙ୍କ ନଜର କୁ ଆସିବା ପାଇଁ ଏଭଳି କରିବା ସହ ସମସ୍ତେ ତାଙ୍କର ଏହି ଦୁଃଖ କୁ ଜାଣିବା ପାଇଁ ସେ ଏଭଳି କରିଥିଲେ । ଯାହା ଫଳରେ MMA ତରଫରୁ ତାଙ୍କୁ ମେମ୍ବର ସିପ ର ଅନ୍ତର୍ଭୁକ୍ତ କରାଗଲା ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *