ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସିରିଜ ହାରିବା ପରେ ଅଷ୍ଟ୍ରେଲିଆ କୋଚ ଏଭଲି କିଛି କହିଥିଲେ ଭାରତୀୟ ଦଳକୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଭାରତୀୟ କ୍ରିକେଟ ଇତିହାସ ରେ ଏକ ସୁବର୍ଣ ଅକ୍ଷର ରେ ଏକ ନାମ ଲେଖିଦେଇଛନ୍ତି । ତେବେ ସେହି ନାମ କୁ ନେଇ ଭାରତୀୟ ଦଳ ର ଖେଳାଳି ମାନଙ୍କ ମଧ୍ୟରେ ଏକ ଅଲଗା ଜୋସ ଦେଖିବାକୁ ମିଳିଛି । ତେବେ ଭାରତୀୟ ଖେଳାଳି ମାନଙ୍କ ମଧ୍ୟରୁ ଅଧିକ ଖେଳାଳି ଏଞ୍ଜଡ ଥିବା ବେଳେ ଟ୍ରଫି ଜିତିବା ଅସମ୍ଭବ ଥିଲା ଏହା ସତ୍ତ୍ୱେ ଭାରତୀୟ ମାନେ ଏହି ଟେଷ୍ଟ ସିରିଜ ଜିତି ଇତିହାସ ରଚିଥିଲେ ।
ତେବେ ଏହାକୁ ନେଇ ଅଷ୍ଟ୍ରେଲିଆ କୋଚ ଲେଙ୍ଗର ଚ୍ୟାନେଲ ସେଭେନ କୁ ଇଣ୍ଟରଭିଉ ଦେଇ କହିଛନ୍ତି ଯେ-ଏହା ଏକ ଭଲ ଟେଷ୍ଟ ସିରିଜ ଥିଲା। ପରିଶେଷରେ ଜଣେ ହାରେ ଏବଂ ଜଣେ ଜିତେ। ଆଜି ଟେଷ୍ଟ କ୍ରିକେଟ୍ ଜିତିଛି। ଆମେ ହାର୍ କୁ ସବୁଦିନ ମନେ ରଖିବୁ। ପୂର୍ଣ୍ଣ କ୍ରେଡିଟ୍ ଭାରତକୁ ଯାଏ। ଆମେ ଏଥିରୁ ଏକ ବଡ ଶିକ୍ଷା ଗ୍ରହଣ କରିଛୁ।
”ସେ କହିଛନ୍ତି,“ ପ୍ରଥମ କଥା ହେଉଛି କୌଣସି ଜିନିଷକୁ ହାଲୁକା ଏବଂ ଦ୍ୱିତୀୟରେ ଭାରତୀୟଙ୍କୁ କେବେ ଦୁର୍ବଳ ଭାବିବା ଉଚିତ ନୁହେଁ। ଭାରତର ଜନସଂଖ୍ୟା ଦେଢ ଅରବ ଅଟେ ଏବଂ ଆପଣ ତାଙ୍କ ଶ୍ରେଷ୍ଟ ୧୧ ଖେଳାଳିଙ୍କ ସହ ଖେଳୁଛନ୍ତି ସେମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା କଷ୍ଟକର।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।