ସୁନା କିଣିବାର ଏବଂ ବିକିବାର ଆସିଲା ନୂଆ ନିୟମ । ଯଦି ଆପଣଙ୍କ ଘରେ ସୁନା ରଖିଛନ୍ତି ହୋଇଯାଆନ୍ତୁ ସତର୍କ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସୁନା ଅଳଙ୍କାର କୁ ନେଇ ସରକାର ଜାରି କରିଥିବା ଏକ ନିୟମ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟରେ ଭାରତୀୟ ମାର୍କେଟ ରେ ସୁନା କୁ ସବୁବେଳେ ପ୍ରାଧାନ୍ୟ ଦିଆ ଯାଇଛି । ବାହାଘର ହେଉ କିମ୍ବା ଅନ୍ୟ ଯେ କୌଣସି ଭଲ ସମୟ ରେ ସୁନା କୁ ସର୍ଵ ପ୍ରଥମେ ପ୍ରାଧାନ୍ୟ ଦିଆ ଯାଇଛି । ତେବେ ଭାରତୀୟ ମାର୍କେଟ ରେ ସୁନା ର ଚାହିଦା ସବୁବେଳେ ବଜାୟ ରହିଛି । ତେବେ ଏହି ସୁନାକୁ ନେଇ ବର୍ତ୍ତମାନ ଏକ ବଡ଼ ସୂଚନା ସାମ୍ନା କୁ ଆସିଛି । 

 

ତେବେ ଏହି ସୂଚନା ଅନୁସାରେ ଯଦି ଆପଣଙ୍କ ପାଖରେ BSI ହୋଲମାର୍କ ଥିବା ସୁନା ନାହିଁ ତେବେ ଆପଣ ଏହି ସୁନାକୁ କୌଣସି ଦୋକାନ ରେ ଜୁନ ମାସ ୧ ଠାରୁ ବିକ୍ରି କରି ପାରିବେ ନାହିଁ । ଏହା ଛଡା ଜୁନ ୧ ରୁ କୌଣସି ଦୋକାନୀ BSI ହୋଲମାର୍କ ଥିବା ସୁନାକୁ ମଧ୍ୟ ବିକ୍ରି କରିପାରିବେ    ନାହିଁ । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *