ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଦେଖିବା ସୁର ଭାଇ ଙ୍କ ଭିଡ଼ିଓ ଦେଖିବା ଓ ଆସନ୍ତୁ ଦେଖିବା ପୂର୍ବରୁ ଏହି ଭିଡ଼ିଓ କିଛି ଜାଣିବା ।
ସୁର ରାଉତରାୟ ଓଡିଶା ରାଜନୀତି ର ଜଣେ ଭଦ୍ର ଓ ସ୍ପଷ୍ଟ ବାଦୀ ନେତା । ସେ ସବୁବେଳେ ତାଙ୍କ ଡାଇଲଗ ପାଇଁ ସାରା ଓଡିଶା ପିଲାଠୁ ବୁଢା ପର୍ଯନ୍ତ ସବୁ ସୁର ଭାଇ ଙ୍କ କଥା ଶୁଣିବାକୁ ଭଲ ପାଇଥାନ୍ତି । ତାଙ୍କ ର ଡାଇଲଗ ଖୁବ ଫେମସ ହୋଇଥିବା – ମାଡି ଚାଲ, ରେଡି ତ ,ରମ୍ପା ରମ୍ପି, ଲଗା ତାଳି , ଛି ଛି ଲଜ୍ୟା, ହାକ ଥୁ ଏମିତି ବହୁତ ସାରା ସୁର ଭାଇ ଙ୍କ ଡାଇଲଗ ଅଛି ….
ସେ ସବୁବେଳେ ଚର୍ଚ୍ଚା କିଛି ଦିନ ତଳେ ସୁର ଭାଇ ଙ୍କୁ ଗୀତ ଗାଇବାର ଦେଖିବାକୁ ମିଳିଥିଲା ଆଜି ଗୀତ ସୁର ଭାଇ କେମିତି ଏକ ଷ୍ଟେଜ ପୋଗ୍ରାମ ରେ ନାଚିଲେ ଆସନ୍ତୁ ଦେଖିବା । ସୁର ଭାଇ କେଉଁ ଜାଗାରେ ନାଚୁଛନ୍ତି ଆମେ ଜାଣିନୁ କିନ୍ତୁ ଏହି ଭିଡ଼ିଓ ଭାଇରଲ ହେଉଛି !
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।