ସୃଷ୍ଟି ହେଇଚି ଘୂର୍ଣ୍ଣିବଳୟ ଏହି ଜିଲ୍ଲା ମାନଙ୍କୁ ପ୍ରବଳ ବର୍ଷା…

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ସୃଷ୍ଟି ହେଇଚି ଘୂର୍ଣ୍ଣିବଳୟ ଏହି ଜିଲ୍ଲା ମାନଙ୍କୁ ପ୍ରବଳ ବର୍ଷା । ଖବର ଟି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ଶିତପରେ ପାଣିପାଗ ନେଇ ଆସିଲା ବଡ ପରିବର୍ତନ ବଙ୍ଗୋପସାଗର ରେ ସୃଷ୍ଟି ହେଲା ଏକ ବଡ଼ ଘୃଣିଝଡ଼ ଏହାପ୍ରଭାବ ରେ ଆଜି ରାଜ୍ୟ ରେ ଅନେକ ସ୍ଥାନ ରେ ବର୍ଷା ହେବାର ସମ୍ଭାବନା । ରାଜ୍ୟ ରେ ପୁଣି ଥଣ୍ଡା ବଢିବା ରେ ସମ୍ଭାବନା ରହିଛି । ରବିବାର ରୁ ପୁଣି ବଢ଼ିବାରେ ଲାଗିବ ଶୀତ ର ପ୍ରଭାବ ।

 

ରାଜ୍ୟ ଅଭ୍ୟାନ୍ତ୍ରଣୀୟ ଅଞ୍ଚଳ ରେ ତାପମାତ୍ରା ୨ ରୁ ୪ ଡିଗ୍ରୀ କମିପାରେ ଏହା ପୂର୍ବ ରୁ ଶନିବାର ରେ ରାଜ୍ୟ ରେ କେତେକ ସ୍ଥାନ ରେ ମାଧ୍ୟମ ରୁ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ କହିଛି ଶନିବାର କେଉଁଝର , ମୟୂରଭଞ୍ଜ ହାଲ୍କା ବର୍ଷା ହେବ । ଉପକୂଳ ଓଡ଼ିଶା ରେ କୁହୁଡି ହବାର ସମ୍ଭାବନା ରହିଛି । ଆଜିଦିନରୁ ଦିନର ତାପମାତ୍ରା ବଢିବ ଏବଂ ରାତିର ତାପମାତ୍ରା କମିବ। ରବିବାର ରୁ ଶୀତ ବଢିବ ଏବଂ ଉତ୍ତର ରୁ ବହିବ କାଲୁଆ ପବନ ।

 

ରବିବାର ରାତି ରୁ ସୁନ୍ଦରଗଡ଼ ,କେଉଁଝର ,ଦେବଗଡ଼, କନ୍ଧମାଳ ଏବଂ କୁରାଫୁତ୍ ରେ ଶୀତ ର ଲହରୀ ଅନୁଭୂତ ହେବ । ସମୋବାର ରୁ ୧୦ ତାରିଖ ପର୍ଯ୍ୟନ୍ତ ଶୀତ ର ଲହରୀ ରହିବ । ଏହାପରେ ଶୀତ ସାମାନ୍ୟ କମିବାର ସମ୍ଭାବନା ରହିଛି । ଘନ କୁହୁଡି ଜାରି ରହିବ ଏଥି ପାଇଁ ପାଣିପାଗ ବିଭାଗ ଗଡ଼ିଚାଳକ ପାଇଁ ସତର୍କ ସୂଚନା ଦେଇଛନ୍ତି ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *