ସୃଷ୍ଟି ହେଲା ଏକ ବଡ଼ ଭୟଙ୍କର ଘୁର୍ଣ୍ଣିଝଡ଼ । ୧୩ ଜିଲ୍ଲା କୁ କାଳବୈଶାଖୀ ଭୟ । ବଜ୍ରପାତ ସହ ହେବ କୁଆପଥର ବର୍ଷା …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ  ଆଜି ଅପରାହ୍ନ ଠାରୁ  ହେବାକୁ ଯାଉଛି ପ୍ରବଳ ବର୍ଷା ସହ ବଜ୍ରପାତ ଏବଂ କେଉଁ ୧୩ ଟି ଜିଲ୍ଲା ଏଥିରେ ପ୍ରଭାବିତ ହେବେ ସେ ସମ୍ପର୍କରେ  କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବର୍ତ୍ତମାନ ଓଡ଼ିଶାରେ ଉପକୂଳ ଅଞ୍ଚଳ ରୁ ଘନୀଭୂତ ହେଉଥିବା ଲଘୁଚାପ ବର୍ଷା ହେବାର ସମ୍ଭାବନା ଦେଖା ଦେଉଥିବା ନେଇ ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି । ବଙ୍ଗୋପ ସାଗର ଘୁନି ଭୁତ ହୋଇଥିବା ଲଘୁଚାପ ବର୍ଷା ର ରୂପ ନେବ । ଯାହା ଫଳରେ ଆଜି ବିଭିନ୍ନ ସ୍ଥାନ ରେ କାଳବୈଶାଖୀ ହେବା ସହ ବହୁତ ଜୋରରେ ବଜ୍ରପାତ   ହେବ ଏହା ସହିତ ୩୦-୪୦ କି,ମି ବେଗ ରେ ପବନ ବହିବାର ସମ୍ଭାବନା ଅଛି ।

 

୧୩ ଟି ଜିଲ୍ଲା ରେ ବର୍ଷା ର ପ୍ରଭାବ ନଜର ଆସିବା ପାଇଁ ଥିବା ବେଳେ ଭୁବନେଶ୍ୱର ପାଣି ପାଗ ବିଜ୍ଞ୍ୟାନ କେନ୍ଦ୍ର ସଂମ୍ପର୍କ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣଂ ଜାରି କରିଛନ୍ତି । ଏହା ସହିତ କାଳବୈଶାଖୀ ଅନୁଭୁତ ହେବାକୁ ଥିବା ୧୩ ଟି ଜିଲ୍ଲା ଗୁଡିକ ହେଲା   ମୟୁରଭଞ, ଭଦ୍ରକ, କେନ୍ଦ୍ରାପଡା ,ବାରିପଦା , ବାଲେଶ୍ୱର ,ଯାଜପୁର, ଜଗତସିହଂପୁର , କଟକ , ଅନୁଗୁଳ, କନ୍ଧମାଳ,ସୁନ୍ଦରଗଡ଼ , ସମ୍ବଲପୁର ଏବଂ କନ୍ଧମାଳ ଜିଲ୍ଲା ରେ ଅଳ୍ପ କିମ୍ବା ମଧମ ଧରଣର ବର୍ଷା ସମ୍ଭବନା ଦେଖା ଦେଉଥିବା ବେଳେ ।ବଜ୍ରପାତ ହେବାର ଆଶଙ୍କା ମଧ୍ୟ ରହିଛି । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *