ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ହେବାକୁ ଥିବା ଘୁର୍ଣ୍ଣି ବଳୟ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ହେବାକୁ ଯାଉଛି ପ୍ରବଳ ବର୍ଷା । ତେବେ ଏହି ବର୍ଷା ଓଡ଼ିଶାର କିଛି ଜିଲ୍ଲା କୁ ପ୍ରଭାବିତ କରିବ । ତେବେ ଏହି ଜିଲ୍ଲା ରେ ଘୁର୍ଣ୍ଣି ବଳୟ ମାତ୍ର ଅଧିକ ରହିବ । ତେବେ ବର୍ତ୍ତମାନ ଏକ ଘୁର୍ଣ୍ଣିବଲୟ ଉପକୂଳ ଆନ୍ଧ୍ରପ୍ରଦେଶ ଠାରୁ ୩.୧ କିମି ଦୁରରେ ରହିଥିବା ବେଳେ ବର୍ତ୍ତମାନ ସମୟରେ ଓଡ଼ିଶାର କିଛିଟା ଜିଲ୍ଲା ରେ ହେବାକୁ ଯାଉଛି ପ୍ରବଳ ବର୍ଷା ।
ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ନୟାଗଡ଼, ବଲାଙ୍ଗୀର, ସୋନପୁର, କନ୍ଧମାଳ, କଳାହାଣ୍ଡି, ବାଲେଶ୍ଵର, ବୋୖଦ୍ଧ, ଗଜପତି, ବରଗଡ଼, କେଉଁଝର, ସୁନ୍ଦରଗଡ଼, କେନ୍ଦ୍ରାପଡା, ଝାରସୁଗୁଡା, ମୟୁରଭଞ୍ଜ, ଦେବଗଡ଼ ଆଦି ସ୍ଥାନ ରେ ବର୍ଷା ହେବା ସହ ବଜ୍ରପାତ ମଧ୍ୟ ସମ୍ଭାବନା ଅଛି । ତେବେ ଏହି ଜିଲ୍ଲା ପାଇଁ ୟେଲୋ ୱାରନିଂ ଜାରି ହୋଇଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।