ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ଏକ ଘୁର୍ଣ୍ଣିବଲୟ ସୃଷ୍ଟି ହୋଇଛି ଯାହା ଫଳରେ ବର୍ଷା ର ହେବା ସହ ହେବାକୁ ଯାଉଛି ଘନ କୁହୁଡି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆପଣ ମାନଙ୍କୁ କହିଦେବାକୁ ଯାଉଛି ଯେ ମଲାଟୱାଡା ଠାରୁ ୦.୯ କିମି ଦୂରରେ ସୃଷ୍ଟି ହୋଇଛି ଏକ ବିଶାଳ ଲଘୁଚାପ ଯାହା ଫଳରେ ଆଗାମୀ ୩ ଦିନ ଯାଏଁ ରାଜ୍ୟ ର ବିଭିନ୍ନ ସ୍ଥାମ୍ରେ ବର୍ଷା ହେବାକୁ ଯାଉଛି । ତେବେ ଏହି ବର୍ଷା ସାଧାରଣ ଭାବେ ସ୍ୱଳ୍ପ ପରିମାଣ ରେ ହେବ । ତେବେ ଏହା ଭଦ୍ରକ, ଯାଜପୁର, ବାଲେଶ୍ଵର, କେନ୍ଦ୍ରାପଡା, ଏବଂ କେଉଁଝର ରେ ହେବାର ସମ୍ଭାବନା ଅଛି । ଯାହା ଫଳରେ ଘନ କୁହୁଡି ମଧ୍ୟ ରହିବ।
ତେବେ ଏହି କୁହୁଡି ଭିତରେ ଆପଣଙ୍କ ର ଦେଖୁବା ର କ୍ଷମତା 50 ମିଟର ରୁ କମ୍ ରହିବ । ଏହା ସହିତ ଘନକୁହୁଡ଼ି ଅନୁଭୂତ ହେବାକୁ ଯାଉଥିବା ୧୦ ଟି ଜିଲ୍ଲା ଗୁଡିକ ହେଲା ମୟୁରଭଞ , ଭଦ୍ରକ କେନ୍ଦ୍ରାପଡା ,ବାରିପଦା , ବାଲେଶ୍ୱର , ଜଗତସିହଂ ପୁର , କଟକ , ଅନୁଗୁଳ ବୈଦ୍ଧ , କନ୍ଧମାଳ ଏବଂ ନୟାଗଡ ରହିଛି । ଅସହ୍ୟ ଥଣ୍ଡା ପାଇଁ ଜନ ଜିବନ ଅସ୍ତ୍ୟବସ୍ତ ହୋଇ ପଡିବ ସେହି ପରି ବେଳେ 31 ତାରିଖ ରୁ ହିଁ ତାପମାତ୍ରା ରେ 2ରୁ 3 ଡୀଗ୍ରୀ କମିବ ବୋଲି ସୂଚନା ରହିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।