ସ୍କୁଲ ପିଲା ଙ୍କ ପାଇଁ ଏକ ବଡ଼ ଖବର । ଆଜିଠାରୁ ପ୍ରଧାନ ଶିକ୍ଷକ ଙ୍କ ଅବସ୍ଥା ସାଂଙ୍ଘାତିକ ।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସ୍କୁଲ ପିଲା ଙ୍କ ପାଇଁ ଆସିଲା ଏକ ବଡ଼ ଖବର ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ କିଛି ଦିନ ତଳେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରାଳୟ ର ଅତିରିକ୍ତ ସଚିବ ଆଲୋକ କୁମାର କର ଖୋର୍ଦ୍ଧା ର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ ରେ ଯାଇଥିଲେ । ତେବେ ସେଠାରେ କୌଣସି ବି ସ୍କୁଲ ରେ ପ୍ରଧାନ ଶିକ୍ଷକ ପାଠ ପଢାଉ ନଥିବାର ଦେଖିଥିଲେ । ସେଥିପାଇଁ ସେ ରାଜ୍ୟ ର ସମସ୍ତ ବିଦ୍ୟାଳୟ ର ଜିଲ୍ୟା ମୁଖ୍ୟ ଡ଼ି, ଓ ଙ୍କୁ ଏକ ଚିଠି ମାଧ୍ୟମରେ ଅବଗତ କାରାଜାଇ ଥିଲା ।

 

 ବିଦ୍ୟାଳୟ ରେ ସମସ୍ତ ପ୍ରଧାନ ଶିକ୍ଷକ ମାନେ ଯାହାବି ହେଲେ ୨ ଟି କ୍ଲାସ କରିବାକୁ ବାଧ୍ୟ । ଯଦି ଏହି ନିୟମ କୁ କେହି ଆଵମାନନା କରନ୍ତି ତେବେ ସେମାନଙ୍କୁ ଫାଇନ ପଡିବ ତେବେ ଏହି ଫାଇନ ସେମାନଙ୍କ ଦରମା ରୁ କଟିଯିବ ବୋଲି ସୂଚନା ଦିଆଯାଇଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *