ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସ୍କୁଲ ରେ ଚାଲିଥିବା ଅଶ୍ଳୀଳ ନାଚ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବିଦ୍ୟାଳୟ ଏକ ମନ୍ଦିର ଶ ତୁଳନୀୟ । ତେବେ ଏହା କେଉଁ ଯୁଗ ଯୁଗାନ୍ତରୁ ରହି ଆସିଅଛି । ତେବେ ଏହାକୁ ସଦା ସର୍ବଦା ଏକ ପବିତ୍ର ପୀଠ ସହ ତୁଳନା କରାଯାଇଥାଏ । କାରଣ ଏଠାରେ ପିଲା କିଛି ଶିଖିବା ପାଇଁ ଆସିଥାନ୍ତି । ତେବେ ଏଭଳି ପବିତ୍ର ସ୍ଥାନ କୁ କିଛି ମୁଷ୍ଟିମେୟ ଲୋକ ତାଙ୍କର ନିଜର ଘର ଭଳି ବ୍ୟବହାର କରୁଛନ୍ତି ।ଯେଉଁଥିରେ ବହୁତ ସାଧାରଣ ନିରୀହ ଛୁଆ ମାନେ ଅସୁବିଧା ସମ୍ମୁଖୀନ ହେଉଛନ୍ତି ।
ତେବେ ଉପରୋକ୍ତ ଘଟଣା ଟି ଉତ୍ତର ପ୍ରଦେଶ ର । ତେବେ ସେଠାରେ ଗ୍ରାମ ର କିଛି ମୁଖ୍ୟ ମୁଖ୍ୟ ଲୋକ ମାନେ ଗ୍ରାମ ରେ ଯାତ୍ରା ଚାଲିଥିବା ବେଳେ ସେଠାରୁ କିଛି ଭଲ ସୁନ୍ଦର ଝିଅ ମାନଙ୍କୁ ଆଣି ସ୍କୁଲ ଘରେ ବିଭିନ୍ନ ରଙ୍ଗ ବେରଙ୍ଗ ର ଲାଇଟ ଲଗାଇବା ସହ ତାଙ୍କୁ ନାଚଉଥିଲେ । ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡ଼ିଓ କୁ ଲୋକ ମାନେ ନିନ୍ଦା କରିବା ସହ ନିଜର ଖରାପ ମନ୍ତବ୍ୟ ଦେଉଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।