ସ୍ତ୍ରୀ ଯଦି ସ୍ୱାମୀ ଙ୍କ ଭୋଜନ ପୂର୍ବରୁ ଭୋଜନ କରିଥାଏ । ତେବେ ହୋଇଥାଏ ଏଭଳି କାଣ୍ଡ । ବର୍ବାଦ ହୋଇଯିବ ପରିବାର ……

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସ୍ତ୍ରୀ ସ୍ୱାମୀ ର ଭୋଜନ ପୂର୍ବରୁ ଭୋଜନ କଲେ କଣ ଅସୁବିଧା ହୋଇଥାଏ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନଙ୍କୁ ଜଣାଇବାକୁ ଚାହିଁବି ଯେ ପତି ଏବଂ ପତ୍ନୀ ଗୋଟେ ଗାଡି ର ଦୁଇ ଚକ । ତେବେ ଦୁହିଁ ଙ୍କୁ ସାଙ୍ଗ ହୋଇ ଚାଲିବାର ଅଛି । ଯଦି ଗୋଟେ ଚକ ବନ୍ଦ ପଡ଼ିଯାଏ ତେବେ ଜୀବନ ନଷ୍ଟ ହୋଇଯାଇଥାଏ । ସେଥିପାଇଁ ପତି ରୋଜଗାର କରିଥାଏ ପତ୍ନୀ ଭଗବାନ ଙ୍କୁ ପତି ର ରୋଜଗାର ପାଇଁ ଡାକିଥାଏ । 

 

ପତି ଫସଲ ଲଗାଇଥାଏ ତେବେ ପତ୍ନୀ ଫସଲ ଭଲ ହେବା ପାଇଁ ଭଗବାନ କୁ ଡାକିଥାଏ । ତେବେ କୁହାଯାଏ କି ମା ଲକ୍ଷ୍ମୀ ଘରେ ସବୁବେଳେ ବୋହୁ ବା ସ୍ତ୍ରୀ ବା ନାରୀ ଭାବ ରେ ବାସ କରନ୍ତି । ତେବେ ଯେଉଁ ଘରେ ନାରୀ ମାନେ ଖୁସି ସେହି ଘରେ ମାତା ଲକ୍ଷ୍ମୀ ଙ୍କ ବାସ କରନ୍ତି । ତେବେ ନାରୀ ମାନଙ୍କ ଠାରେ ମାତା ଲକ୍ଷ୍ମୀ ଙ୍କ ଆଶ୍ରିବାଦ ଥାଏ । ତେବେ ନାରୀ ମାନେ ଯେଉଁ କାର୍ଯ୍ୟ କରିଥାନ୍ତି ତାହା ତାଙ୍କ ସ୍ବାମୀ ଙ୍କ ଉପରେ ପ୍ରଭଵ ପକାଇଥାଏ । 

 

ଯଦି ନାରୀ ମାନେ ସବୁବେଳେ ସ୍ୱାମୀ ଙ୍କ ଭୋଜନ ପୂର୍ବରୁ ଭୋଜନ କରିଥାନ୍ତି ତେବେ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଯାହାର ପ୍ରଭାବ ସ୍ବାମୀ ମାନଙ୍କ ରୋଜଗାର ସ୍ଥାନ ଉପରେ ପଡିଥାଏ । ତେବେ ସେଥିପାଇଁ କେବେହେଲେ ସ୍ତ୍ରୀ ମାନେ ସ୍ଵାମୀ ଖାଇବା ପୂର୍ବରୁ ଖାଆନ୍ତୁ  ନାହିଁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *