ସ୍ତ୍ରୀ ର ପ୍ରେମିକ କୁ ଧରିବା ପାଇଁ ଖଟ ତଳେ ଲୁଚି ରହିଲେ ସ୍ୱାମୀ । ତା ପରେ ଯାହା ଘଟିଲା ଜାଣିଲେ ହୋସ ଉଡିଯିବ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଜଣେ ସ୍ୱାମୀ ନିଜର  ସ୍ତ୍ରୀ ର ପ୍ରେମିକ କୁ ଧରିବା ପାଇଁ ଯାହା କରିଥିଲେ ଏଵଂ ଏହାର ପରିଣତି କଣ ହେଲା ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ବିହାର ର ଜବତମାଲ ଅଞ୍ଚଳ ରେ ତେବେ ଏହି ଅଞ୍ଚଳ ରେ ହରିସ ନାମକ ଜଣେ ଲୋକ ରାଧିକା ନାମକ ଜଣେ ଯୁବତୀ ଙ୍କୁ ୮ ବର୍ଷ ହେଲା ବାହାଘର ହୋଇଥିଲା । ତେବେ ବାହାଘର ପରେ ରାଧିକା କୁନାଲ ନାମକ ଜଣେ ଯୁବକ ଙ୍କୁ ଭଲ ପାଇ ବସିଲେ । ତେବେ ହରିସ ଘର ଠାରୁ ଦୂର ରେ ଏକ କାଠ ମିଲ ରେ କାମ କରୁଥିଲେ । ତେବେ ନିଜ ସ୍ତ୍ରୀ ଙ୍କ ବିଷୟରେ ଅନ୍ୟ ଲୋକ ଙ୍କ ଠାରୁ ଖବର ଶୁଣିବା ପରେ ତାଙ୍କ ର ନିଜ ସ୍ତ୍ରୀ ଉପରେ ସନ୍ଦେହ ହେଲା । 

 

ଯାହା ଫଳରେ ସେ ଏକ ଦିନ ରାତିରେ କାଠ ମିଲ ରେ ରହିବା ପାଇଁ କହିଲେ । କିନ୍ତୁ ଘର ର ପଛ କବାଟ ଦେଇ ନିଜ ରୁମ ର ବେଡ଼ ତଳେ ଲୁଚି ରହିଲେ । ତେବେ ଏହାର ସୁଯୋଗ ନେଇ ଯେତେବେଳେ କୁନାଲ ଘରକୁ ଆସି ରାଧିକା ସହିତ ବେଡ଼ ଉପରେ ସେକ୍ସ କରିବା ପାଇଁ ଯାଉଥିଲା ସେତେବେଳେ ସେ ସିଧାସଳଖ ଏକ ଧାରୁଆ ଅସ୍ତ୍ର ରେ କୁନାଲ ଉପରକୁ ଆକ୍ରମଣ କରିଲେ । ଯାହା ଫଳରେ କୁନାଲ ସଙ୍ଗେ ସଙ୍ଗେ ମରିଗଲା । ତେବେ  ପରଦିନ ସକାଳେ ପୋଲିସ ଖବର ପାଇଁ ଆସିବା ସହିତ ହରିସ କୁ ଜେଲନ ଏଇ ଯାଇଥିଲେ । ତେବେ ଏହି ଘଟଣା ଟି ବର୍ତ୍ତମାନ ସମୟରେ ଚର୍ଚ୍ଚା ଜୋର ଧରିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *