ସ୍ତ୍ରୀ ର ଭୁଲରେବି ସ୍ୱାମୀର ଏହି ଦିଗରେ ଶୁଅନ୍ତୁ ନାହିଁ। ଆସିପାରେ ଭୟଙ୍କର ବିପଦ … 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସ୍ତ୍ରୀ କେଉଁ ଦିଗ କୁ ମୁଣ୍ଡ ଦେଇ ଶୋଇବା ଉଚିତ ତେଥା ଶୋଇବାକୁ ନେଇ ବିଭିନ୍ନ ନିୟମ ବିଷୟରେ କହିବାକୁ ଯାଉଛୁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଘର ର ଲକ୍ଷ୍ମୀ ହେଉଛନ୍ତି ନାରୀ । ନାରୀ ମାନଙ୍କ ପ୍ରତ୍ୟକ କାର୍ଯ୍ୟ ମା ଲକ୍ଷ୍ମୀ ଙ୍କୁ ଶ୍ରେୟ ବୋଲି ମନା ଯାଇଥାଏ । ସେଥିପାଇଁ ତ ତାଙ୍କୁ ସବୁବେଳେ ନାରୀ ମାନେ ଘର ର ଉଥାନ ପତନ ରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । ତେବେ ଆଜି ଆମ୍ଭେ ଶୋଇବାକୁ ନେଇ କିଛି ନିୟମ ବିଷୟରେ କହିବାକୁ ଯାଉଛୁ ଯାହାକୁ ନମାନିବା ଦ୍ୱାରା ଭୟଙ୍କର ରୋଗ ହେବା ସହିତ ଧନ ହାନି ହୋଇଥାଏ । 

 

(୧) କେବେବି ଭୁଲ ରେ ଦକ୍ଷିଣ ଦିଗକୁ ଗୋଡ଼ କରି କିମ୍ବା ଉତ୍ତର ଦିଗକୁ ମୁଣ୍ଡ କରି ଶୁଅନ୍ତୁ ନାହିଁ । ଏହା କରିବା ଦ୍ୱାରା ରୋଗ ବ୍ୟାଧି ଆଦି ଶରୀର ଉପରକୁ ମାଡି ଆସିଥାଏ ବୋଲି ବାସ୍ତୁ ରେ ଲେଖା ଯାଇଅଛି । (୨)ସବୁବେଳେ ପୂର୍ବ ଏବଂ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ । (୩) ବ୍ରହ୍ମ ମୁହୁର୍ତ୍ତ ରେ ବିଛଣା ଛାଡ଼ିବା ଉଚିତ ।ଆଦି କାର୍ଯ୍ୟ କୁ କରିବା ଦ୍ୱାରା ଘରେ ବାସ୍ତୁ ଦେବତା ଖିସି ହେବା ସହିତ କୃପା ଦୃଷ୍ଟି ପକାଇଥାନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *