ସ୍ୱାମୀ କୁ ନିଦ ବଟିକା ଦେଇ, ସ୍ତ୍ରୀ କଲା ଏଭଳି କାଣ୍ଡ ଯାହା ବିଶ୍ୱାସ କରି ହେବନି …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସ୍ୱାମୀ କୁ ନିଦ ବଟିକା ଦେଇ ସ୍ତ୍ରୀ କରିଥିବା ଜଂଘନ୍ୟ କାଣ୍ଡ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଞ୍ଜାବ ରେ । ତେବେ ପଞ୍ଜାବ ର ଏହି ଘଟଣା ଟି ଏବେ ସୋସିଆଲ ମିଡ଼ିଆ ରେ ବହୁ ଜୋର ରେ ଭାଇରାଲ ହେବାରେ  ଲାଗିଛି । ତେବେ ଘଟଣା ଅନୁସାରେ ଏକ ନିରବ ନାମକ ଏକ ଯୁବକ ୨୦୧୧ ରେ ଦୀପ୍ତି ନାମକ ଏକ ଯୁବତୀ ଙ୍କୁ ବିବାହ କରିଥିଲେ । ତେବେ ବିବାହ ପରେ ସେ ନିରବ ଙ୍କ ଘର ପାଖ ଭାଇ ଜୀବନ ଯାହା ଙ୍କୁ ସିଏ ନିଜ ଭାଇ ବୋଲି ଭାବୁଥିଲେ । ତେବେ ନିରବ ଙ୍କ ମା ମରିବ ପରେ ଦୀପ୍ତି ଘରେ ଏକା ରହୁଥିଲେ ।

 

 ତେବେ ଏହାର ସୁଯୋଗ ନେଇ ଜୀବନ ଘରକୁ ସବୁବେଳେ ଯିବା ଆସିବା କଲେ । ଏହା ପରେ ତାଙ୍କର ଦୀପ୍ତି ସହ ପ୍ରେମ ସମ୍ପର୍କ ବଢ଼ିଲା । ଯାହା ଫଳରେ ସେମାନେ ଦୁହିଁ ଜଣ ଘର ଛାଡ଼ି ଚାଲିଯିବାକୁ ଭାବିଲେ । ତେବେ ଦୁହି ଜଣ ନିରବ ଙ୍କୁ ନିଦ ବଟିକା ଦେଇ ଘର ଛାଡ଼ି ଚାଲିଯାଇଥିଲେ । ତେବେ ନିରବ ଙ୍କ ନିଦ ଭାଙ୍ଗିବା ପରେ ସବୁ ଜାଣିବା ସହ ଥାନା ରେ କେସ ଦେଲେ ଯାହା ଫଳରେ ଦୁହିଁ ଜଣକୁ ଧରି ବର୍ତ୍ତମାନ ସେମାନଙ୍କ ଘରେ ଛଡା ଯାଇଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ । 

Leave a Reply

Your email address will not be published. Required fields are marked *