ସ୍ୱାମୀ ଘରେ ନଥିଲା ବେଳେ ସ୍ତ୍ରୀ କରୁଥିଲା ରାସଲୀଳା ସ୍ୱାମୀ ଆସି ଦେଖିଦେଲା ତାପରେ…

ଦିନକୁ ଦିନ ଲୋକ ମାନେ ହିତା ହିତ ଭୁଲିବାକୁ ବସିଲେଣି । ସୋସିଆଲ ମିଡ଼ିଆ ଆସିବା ପାଖରୁ ଲୋକମାନେ ନିଜ ମନ ଇଛା ଭିଡ଼ିଓ କରୁଛନ୍ତି କିଛି ନଭାବି ସୋସିଆଲ ମିଡ଼ିଆ ରେ ଛାଡ଼ୁଛନ୍ତି । କିଛି ମାତ୍ରାରେ ସୋସିଆଲ ମିଡ଼ିଆ ର ପ୍ରଭାବ ଭଲ ପଡୁଥିଲେ ବି ବହୁତ ମାତ୍ରା ରେ ଖରାପ । ଆଜି ଆମେ ଦେଖେଇବୁ ସ୍ୱାମୀ ନଥିଲା ବେଳେ ସ୍ତ୍ରୀ କରୁଥିଲା ରାସଲୀଳା ହଟାତ ସ୍ୱାମୀ ପହଂଚିଗଲା ।

ଆଜି କାଲି ଦୁନିଆ ଆଉ ଭଲ ସ୍ଥିତି ରେ ନାହିଁ କାରଣ ଏଠି ଦେହର ଭୋକ ପାଇଁ କିଏ କିଛି ବି କରିପାରୁଛନ୍ତି । ପ୍ରେମିକ ସାଙ୍ଗରେ ବାହାଘର କରିବା ଏହା କିଛି ନୂଆ କଥା ନୁହେଁ । ଆଗରୁ ଏ ପରି ଅନେକ ଭିଡ଼ିଓ ଆସିଛି କିନ୍ତୁ ଏ ଭିଡ଼ିଓ ଟିକେ ଅଲଗା ଯାହା ଆପଣ ତଳକୁ ପଢିଲେ ଜାଣି ପାରିବେ ।

ଆମେ ଏହି ଭିଡ଼ିଓ କେଉଁ ଜାଗର ଆମେ ଜାଣିନାହୁଁ ଏହି ଭିଡ଼ିଓ ରେ ସ୍ତ୍ରୀ ସ୍ଵାମୀ ର ଅନୁପସ୍ଥିତ ବେଳେ ତାର ପ୍ରେମିକ ସହିତ ଖେଳ କରୁଥିଲା ହେଲେ ସେତିକି ବେଳେ ସ୍ଵାମୀ ହଟାତ ଆସି ପହଂଚିଗଲା । ଯେତେବେଳେ ସ୍ୱାମୀ ପହଂଚିଗଲା ସ୍ତ୍ରୀ ସ୍ୱାମୀ କୁ ପ୍ରେମିକ ଥିବା ଘରକୁ ବାଟ ଛାଡ଼ିଲାନି ହେଲେ ସ୍ୱାମୀ ଜବରଦସ୍ତ ଘରକୁ ପଶିବାକୁ ଉଦମ୍ୟ କରିବା ଭିତରେ ପ୍ରେମିକ ବାଲକୁନି ଡେଇଁ ଛାତରୁ ତଳକୁ ଡେଇଁ ପଡିଥିଲା ହେଲେ ସ୍ୱାମୀ ବହୁତ ସମୟ ଗୋଡେଇ ଗୋଡେଇ ମଧ୍ୟ ପ୍ରେମିକ କୁ ଧରି ପାରିନଥିଲା । ଠିକ ଏତିକି ବେଳେ ସ୍ତ୍ରୀ ସ୍ୱାମୀ ର ଗୋଡ ତଳେ ପଡି ଖେମା ମାଗିଥିଲେ । ଏହି ଭିଡ଼ିଓ କୁ ସମ୍ପୂର୍ଣ ଦେଖନ୍ତୁ ଜାଣିପାରିବେ ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *