ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଗ୍ଲୋବାଲ ଷ୍ଟାର୍ ନିକ୍ ଏବଂ ପ୍ରିୟଙ୍କା ଚୋପ୍ରା ଙ୍କୁ ନେଇ ଏମିତି ଏକ ଦମଦାର ଖବର ଆସିଛି ଯାହା ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।
ଗ୍ଲୋବାଲ ଷ୍ଟାର୍ ନିକ୍ ଏବଂ ପ୍ରିୟଙ୍କା ଚୋପ୍ରା ଙ୍କ ବାହାଘର ଏହାରି ଭିତରେ ୨ ବର୍ଷ ବିତିଗଲାଣି । ସେହି ସମୟ ରେ ଏହି ୨ ଜଣଙ୍କ ଙ୍କ ବାହାଘର କୁ ନେଇ ଚାରିଆଡ଼େ ବହୁତ୍ ଚର୍ଚା ହେଉଥିଲା ଯାହା ର ଫୋଟୋ ଦେଖି ସମସ୍ତେ ଭୋରି ଭୋରି ପ୍ରଶଂସା କରିଥିଲେ। କିନ୍ତୁ ଏବେ ଏମିତି କିଛି ଖବର ଅସି ପହଞ୍ଚିଚି ଯାହା ୨ ଜଣ ଙ୍କ ପେନ୍ ମାନଙ୍କୁ ବହୁତ୍ ଚିନ୍ତା ରେ ପକାଇଛି । କିଛି ମିଡ଼ିଆ ରେପୋର୍ଟ ଅନୁସାରେ ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ବାମୀ ନିକି ଙ୍କୁ ଖରାପ୍ ଭାଷା ରେ ଗାଳି ଦେଇ ଗାଡିରୁ ଓଲାହାଇ ଯିବାକୁ କହିଥିଲେ ।
ଏହି ୨ ବର୍ଷ ଭିତରେ ପ୍ରଥମ ଥର ଦୁଇ ଜଣା ଙ୍କ ମଧ୍ୟରେ କିଛି ମନାନ୍ତର ହେବାର ନଜର ସାମ୍ନାକୁ ଆସିଛି। ଦୁଇ ବର୍ଷ ପରେ ହଟାତ୍ କଣ ହେଲା ଯେ ପ୍ରିୟଙ୍କା ଏବଂ ନିକ୍ ଙ୍କ ମଧ୍ୟରେ ଏମିତି ଦେଖା ଦେଲା।
ମିଳିଥିବା ଖବର ଅନୁସରେ ଏ ବିବାଦ ରୀଏଲ୍ ଲାଇଫ ରେ ନୁହଁ ଏହା ରିଲ୍ ଲାଇଫ ରେ ଦେଖାଦେଇଛି । ମିଡିଆ ରିପୋ୍ଟ ଅନୁସାରେ ଦୁଇ ଫେମସ ଷ୍ଟାର୍ ତାଙ୍କ ଆଗାମୀ ଫିଲ୍ମ୍ ପାଇଁ ଖୁବ୍ ଜୋର୍ ରେ ଲାଗିଛନ୍ତି । ଏହି ଫିଲ୍ମ୍ ଏକ ସୀନ୍ ରେ ସେମାନେ ଏକ କେବ ରେ ବସିଥିବେ ତାହାରି ଭିତରେ କୌଣସି ଏକ କଥା କୁ ନେଇ ଝଗଡ଼ା ହେବା ପ୍ରିୟଙ୍କା ରାଗି ଯାଇ ନିକ୍ ଙ୍କୁ ଖରାପ୍ ଭାଷା ରେ ଗାଳି ଦେଇ କ୍ୟାବ୍ ରୁ ବାହାରି ଯିବାକୁ କହିବ।
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।