ସ୍ୱାମୀ ର ଅନପୁସ୍ଥିତି ରେ ଘର ଭିତରକୁ ପଶିଗଲେ ପ୍ରେମିକ । ତାପରେ ଯାହା ହେଲା…

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିପରି ଜଣେ ମହିଳା ନିଜ ସ୍ୱାମୀ ର ଅନୁପସ୍ଥିତି ରେ ପର ପୁରୁଷ ସହ ସମ୍ପର୍କ ରଖି ଧରା ପଡିଛନ୍ତି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ବର୍ତ୍ତମାନ ର ଆଧୁନିକ ବିଜ୍ଞାନ ଯୁଗ ରେ । 

 

ଲୋକ ମାନେ ନିଜର ଖରାପ ଚରିତ୍ର ଆଉ ଗୁଣ ରେ ସୁଧାର ଆଣିବା ବଦଳରେ ସେମାନେ ଅତ୍ୟଧିକ ଖରାପ ଚରିତ୍ର ତଥା ନିଜ ଖରାପ ସ୍ୱଭାବ କୁ ସେହିଭଳି ବଜାୟ ରଖିଛନ୍ତି । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି  କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସିରାମପୂର୍ ଗାଁ ରେ । ଏହି ଗ୍ରାମ ରେ ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି । 

 

ସେ ଗାଁ ର ଜଣେ ମହିଳା ଙ୍କ ଘରକୁ ଏକ ଦଳିତ ଶ୍ରେଣୀର ଯୁବକ ମହିଳାଙ୍କ ସ୍ବାମୀ ଙ୍କ ଅନୁପସ୍ଥିତି ର ସୁଯୋଗ ନେଇ ସେହି ମହିଳା ଙ୍କ ଘରକୁ ଆସିଥିଲେ । ସେହି ଗାଁ ର ଯୁବକ ମାନେ ଏହା ଦେଖି ତାଙ୍କୁ ଘର ବାହାର ପଟରୁ କବାଟ ଦେଇ ତାଲା ପକାଇ ଦେଇଥିଲେ । ସକାଳ ହେବାରୁ ଯୁବକ ମାନେ ତାଙ୍କୁ ଘରୁ ବାହାର କରି ଗାଁ ରାସ୍ତା ରେ ବାନ୍ଧି ଦେଇଥିଲେ । 

 

କେବଳ ସେମାନଙ୍କୁ ବାନ୍ଧି ନଥିଲେ ସେମାନଙ୍କୁ ଏକ ରସି ରେ ବାନ୍ଧି ଭିଡିଓ ସୁଟିଂ କରିଥିଲେ । ଏହି ଭିଡିଓ ଟି ଭାଇରାଲ ହେବା ପରେ ପୋଲିସ ଖବର ପାଇ ସେମାନଙ୍କୁ ଉଦ୍ଧାର କରିଛି । ତେବେ ଗତ ମଙ୍ଗଳ ବାର ଦିନ ରାତିରେ ଏହି ଘଟଣା ଟି ଦେଖିବାକୁ ମିଳିଥିଲା ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *