ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିପରି ଜଣେ ସ୍ବାମୀ ତା ସ୍ତ୍ରୀ ର ଇଚ୍ଛା ପୂରଣ କରି ନ ପାରିବାରୁ ସ୍ତ୍ରୀ ଗଲା କୋର୍ଟ ଯାହା ଫଳରେ ସ୍ୱାମୀ ନିଜ କୁ ପ୍ରମାଣିତ କରିବା ପାଇଁ ଶେଷ ରେ ଏହି କାମ କଲା ଯାହା ବିଶ୍ୱାସ କରିହେବନି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
କୁହାଯାଏ କି ତେବେ ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ପେନ ରେ ଥିବା କାଳି ଭଳି । ଯେଉଁଥିରେ କାଳି ସରିଗଲେ ଯେପରି ପେନ କିଛି ମୂଲ୍ୟ ନାହିଁ କି ପେନ ଥାଇ ଯଦି ସେଥିରେ କାଳି ନାହିଁ ତାର କିଛି ମୂଲ୍ୟ ନାହିଁ ସେହି ସଦୃଶ୍ୟ । ସେହିପରି ଜଣ କଁ ବିନା ଆଉ ଜଣେ ଅଧୁରା । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ର ରାଜଧାନୀ ଭୋପାଳ ରେ । ଏକ ଏପରି ମାମଲା ସାମନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ଜାହା ଜାଣିଲା ଆପଣଙ୍କୁ ବିଶ୍ୱାସ ହେବନି ।
ସୂଚନା ମୁତାବକ, କରୋନା ମହାମାରୀ ସମୟ ରେ ଜୁନ୍ ୨୯ ତାରିଖ ରେ ଭୋପାଳ ବାସିନ୍ଦା ଜଣେ ଯୁବକଙ୍କ ବିବାହ ହୋଇଥିଲା । ସେହି ସମୟ ରେ ତାଙ୍କ ଶାଶୁ ଘରର କେତେକ ଲୋକ କରୋନା ରେ ସଂକ୍ରମିତ ହୋଇଥିଲେ । ଯାହା ଫଳ ରେ ତାଙ୍କ ମନରେ କରୋନା ପ୍ରତି ଡର ସୃଷ୍ଟି ହୋଇଥିଲା ଏବଂ ନିଜ ପତ୍ନୀଙ୍କଠୁ ମଧ୍ୟ ସାମାଜିକ ଦୂରତା ରକ୍ଷା କରିଥିଲେ । ଏପରିକି ସେ ବିବାହ ପରେ ନିଜ ଦାମ୍ପତ୍ୟ ଦାୟିତ୍ବ ନିର୍ବାହ କରିନଥିଲେ।
ଏହି କାରଣରୁ ତାଙ୍କ ପତ୍ନୀ ଅସନ୍ତୁଷ୍ଟ ହୋଇଥିଲେ ଏବଂ ବାପଘରକୁ ଚାଲି ଯାଇଥିଲେ। କରନା ମହାମାରୀ କାରଣରୁ ତାଙ୍କ ପତ୍ନୀ ତାଙ୍କ ବାପ ଘରେ ୫ ମାସ ରହିଲେ କିନ୍ତୁ ପୁଅ ଘର ର କିଏ ବି ତାଙ୍କୁ ସେଠାରୁ ନ ନେବାରୁ । ପତ୍ନୀ କୋର୍ଟ ରେ ତାଙ୍କ ସ୍ୱାମୀ ଙ୍କ ନାମ ରେ ଛାଡପତ୍ର ଆବେଦନ କରିଛନ୍ତି । ଛାଡ଼ପତ୍ର ଆବେଦନ ରେ ମହିଳା ନିଜ ସ୍ବାମୀଙ୍କ ଉପରେ ନଂପୁସକ ହେବାର ଅଭିଯୋଗ କରିଥିଲେ । ଏହା ପରେ କାଉନସିଲିଂ ସମୟ ରେ ସ୍ବାମୀ ଙ୍କୁ ମେଡିକାଲ୍ ଟେଷ୍ଟ୍ କରିବାକୁ କୁହାଯାଇଥିଲା ।
ଏପରି ପରିସ୍ଥିତି ରେ ସ୍ବାମୀ ନିଜର ମେଡିକାଲ୍ ଟେଷ୍ଟ୍ କରାଇଥିଲେ ଏବଂ ତାଙ୍କ ସାର୍ଟିଫିକେଟ୍ କୋର୍ଟରେ ଜମା କରାଇଥିଲେ। ଏହା ପରେ ଜଣା ପଡ଼ିଥିଲା ଯେ ମହିଳାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭୁଲ୍। ଫ୍ୟାମିଲି କୋର୍ଟ ଉଭୟଙ୍କୁ ବୁଝାଇଥିଲେ ଏବଂ ମହିଳାଙ୍କୁ ତାଙ୍କ ସ୍ବାମୀ ସହ ଶାଶୁ ଘରକୁ ପଠାଇଥିଲେ। ତେବେ ଶୁଣିବାକୁ ଅଜବ ଲାଗୁଥିଲେ ବି ଏହି କଥାଟି ସମ୍ପୁର୍ଣ୍ଣ ରୁପେ ସତ ଘଟଣା ଅଟେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।