ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଡ୍ୟାମ ନଦୀ ର ସ୍ରୋତ ରେ ଭାଙ୍ଗି ଗଲା ଏହା ସହ ହଜାର ହଜାର ଲୋକ ମଧ୍ୟ ଭାସିଗଲେ ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଗତ କାଲି ଆପଣ ମାନେ ଜାଣିଥିବେ ଉତ୍ତରାଖଣ୍ଡ ରେ ହୋଇଥିବା ବିରାଟ ହିମସ୍କଲନ ସମ୍ପର୍କରେ । ତେବେ ଏହା ଏତେ ତୀବ୍ର ଥିଲା କି କେତେ ମାତ୍ରା ରେ ଜନ ଜୀବନ ନଷ୍ଟ ଭ୍ରଷ୍ଟ କରିଦେଇଛି । ତେବେ ଏହି ହିମସ୍କଲନ ଦ୍ୱାରା ହଠାତ ଏକ ନଦୀ ଉତ୍ତରାଖଣ୍ଡ ଚାମେଲି ଜିଲ୍ଲା ରେ ଆସିଥିଲା । ଯାହା ବହୁ ଜନ ଜୀବନ ନଷ୍ଟ କରିଦେଇଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ବହୁ ଲୋକ ନିଜ ପରିବାର ଲୋକଙ୍କୁ ପାଇଁ ପାରୁନାହାନ୍ତି । ତେବେ ଏହା ଏତେ ବିଶାଳ ଥିଲା କି ଯୋଶୀ ମଠ ନିକଟରେ ଥିବା ବିଦ୍ୟୁତ ବିଭାଗ ଦ୍ଵାରା ନିର୍ମିତ ଡ୍ୟାମ ମଧ୍ୟ ପାଣି ସମ୍ପୂର୍ଣ ଧୋଇ ହୋଇଗଲା । ତେବେ ଯାହା ଫଳରେ ସେଠାକାର ବହୁ ଲୋକ ବର୍ତ୍ତମାନ ବିଦ୍ୟୁତ ସର ବରାହ ରୁ ମଧ୍ୟ ବହୁଦିନ ପର୍ଯ୍ୟନ୍ତ ନିବୃତ ରହିବେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।