ହନୁମାନ ଆଗାମୀ ୫ ଦିନ ମଧ୍ୟରେ ଏହି ୪ ଟି ରାଶି ରେ କରିବେ ଧନ ର ବର୍ଷା …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ବଜରଙ୍ଗବାଲି ଆଗାମୀ ୫ ଦିନ ମଧ୍ୟରେ ଏହି ୪ ଟି ରାଶି ଉପରେ କରିବାକୁ ଯାଉଛନ୍ତି ଧନ ର ବର୍ଷା ସେହି  ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବଜରଙ୍ଗ ବଳି ଏହି ସବୁ ରାଶି ମାନଙ୍କ ଉପରେ କରିବାକୁ ଯାଉଛନ୍ତି ଧନ ର ବର୍ଷା । ତେବେ ଆପଣ ମାନେ ଭାବୁଥିବେ ବଜରଙ୍ଗ ବାଲି କିପରି ଧନ ର ବର୍ଷା କରିପାରିବେ । ତେବେ ମୁଁ ଆପଣଙ୍କୁ କହିବାକୁ ଯାଉଛି ଯେ ବଜରଙ୍ଗ ବାଲି ହେଉଛନ୍ତି ସଙ୍କଟ ମୋଚନ ସେ ସଦା ସର୍ବଦା ସମସ୍ତ ଙ୍କ ର ଦୁଃଖ ଦୂର କରନ୍ତି । 

 

ତେବେ ସେ ଯେଉଁ ଭଳି ଦୁଃଖ ହୋଇଥାଉ ନା କାହିଁକି । ଆହୁରି ମଧ ଆପଣ ମାନେ ପୁରାଣ ବର୍ଣିତ ଆପଣ ମାନେ ଜାଣିଥିବେ ମାତା ସୀତା ହେଉଛନ୍ତି ମାତା ଲଷ୍ମୀ ଙ୍କ ଅବତାର । ତାଙ୍କର ଅତି ପ୍ରିୟ ଶିଷ୍ୟ ଥିଲେ ହନୁମାନ । ସେଥିପାଇଁ  ତ ବଜରଙ୍ଗ ବାଲି ଙ୍କ କୃପା ଦୃଷ୍ଟି ସବୁବେଳେ ଏହି ରାଶି ମାନଙ୍କ ଉପରେ ରହିଅଛି । ଏହାର ଅର୍ଥ ମାତା ଲକ୍ଷ୍ମୀ ଙ୍କ କୃପା ମଧ୍ୟ ସେମାନଙ୍କ ଉପରେ ରହିବ ।

 

(୧) ମେଷ- ଏହି ରାଶିରେ ବ୍ୟକ୍ତି ମାନଙ୍କର ସମ୍ପର୍କ ମଜବୁତ ରହିବ ଓ ଧାର୍ମିକ ଯାତ୍ରା କରି ପାରନ୍ତି l ସବୁବେଳେ ଅନ୍ୟ କୁ ସାହାଯ୍ୟ କରନ୍ତୁ ଆହୁରି ସୁଖ ସଂବୃଦ୍ଧି ରେ ବୃଦ୍ଧି ଘଟିବ ।

 

(୨) କନ୍ୟା- ଏହି ରାଶି ମାନଙ୍କ ଭାଗ୍ୟ ରେ ଏକ ନୂତନ ଭାବେ ପରିବର୍ତ୍ତନ ଦେଖା ଦେବ । ଶରୀର ମନ ଆଶା ସବୁ ଦୃଢ଼ ରହିବା ସହ । ସମସ୍ତ କାର୍ଯ୍ୟ ରେ ସିଦ୍ଧି ଲାଭ କରିବେ ।

 

(୩) ଧନୁ- ଏହି ରାଶିର ଲୋକ ମାନେ ନିଜର ଜୀବନ ସାଥି ସହିତ କାଟିବେ ଓ ଅଭିଵାହିତ ଥିଲେ ମାତା ପିତା ସହିତ ସମୟ କାଟିବେ l ଓ ନିଜ ର ଏକ ସୌତନ୍ତ୍ର ଏକ କମ୍ପାନୀ ପ୍ରତିଷ୍ଠା କରିବେ ।

 

(୪)ମୀନ- ତେବେ ଏହି ରାଶିର ବ୍ୟକ୍ତି ବିଶେଷ ମାନେ ସଦା ସର୍ବଦା ସୁଖୀ ହେବେ । ଏମାନେ ବହୁତ ପରିଶ୍ରମୀ ଅଟନ୍ତି । ସେଥିପାଇଁ ଏମାନେ କରୁଥିବା ସମସ୍ତ କାର୍ଯ୍ୟ ର ନିସ୍ଚୟ ଫଳ ମିଳିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *