ହୃତିକି ରୋଷନ୍ ଙ୍କ ଦିତୀୟ ବିବାହ କରିବାକୁ ଯାଉଛନ୍ତି ଏହି ଝିଅକୁ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଜାଣିବା ବଲିଉଡ ର ଜଣେ ଜଣା ଶୁଣ। ଅଭିନେତା କରିବାକୁ ଯାଉଛନ୍ତି ଦ୍ଵିତୀୟ ବିବାହ । ଖବର ଟି ସମ୍ପୂର୍ଣ ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ବନ୍ଧୁଗଣ ଆପଣ ଜାଣିଥିବେ ବଲିଉଡ ରେ ଏମିତି ଅନେକ ଯୋଡି ଅଛି ଯେଉଁମାନଙ୍କ ର ବିବାହ ପରେ ବିଚ୍ଛେଦ ହେଇଚି ଏବଂ ସେମାନେ ଦ୍ଵିତୀୟ ବିବାହ ମଧ୍ୟ କରିଛନ୍ତି। କିନ୍ତୁ ବଲିଉଡ ଏମିତି ଏକ ଯୋଡି ଅଛି ଯେଉଁମାନେ ବିବାହ ପରେ ବିଚ୍ଛେଦ ହେଇଚି କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନେ ସାଙ୍ଗରେ ରହୁଛନ୍ତି । ତାଙ୍କ ବୈବାହିକ ଜୀବନ ରେ କଙ୍ଗନା ଅନେକ ଥର ଆସିଛନ୍ତି ଏବଂ ତାଙ୍କ ବୈବାହିକ ଜୀବନ କୁ ଭାଙ୍ଗି ଦେଇଥିଲେ ବି ସୁଦ୍ଧା ବନ୍ଧୁତ୍ୱ କୁ ଭାଙ୍ଗି ପାରିନଥିଲେ । 

ଜାଣିଥିବେ ହ୍ରୀତିକ୍ ଏବଂ ସୋଜେନ୍  ବିବାହ ବିଚ୍ଛେଦ ପରେବି ତାଙ୍କ ର ପିଲା ମାନଙ୍କର ର ମଙ୍ଗଳ ପାଇଁ ଏବଂ ଭଲରେ ରହିବା ପାଇଁ ସେମାନେ ଏକାଠି ସମୟ ବିତାଉଛନ୍ତି । ତାଙ୍କ ର ୨ ଟି ପୁଅ ପିଲା ଅଛନ୍ତି । ତାଙ୍କ ପିଲା ମାନଙ୍କର ଖୁସି ପାଇଁ ସେମାନେ ରାତ୍ରି ଭୋଜନ ଏବଂ ବୁଲା ବୋଲି ସାଙ୍ଗରେ କରନ୍ତି । ହୃତିକ ଏବଂ ସୋଜେନ ୨୦୦୦ ଡିସେମ୍ବର ୨୨ ରେ ବିବାହ କରିଥିଲେ । ଏବଂ  ତାଙ୍କର ୭ ବର୍ଷ ପରେ ୨୦୧୪ ରେ ତାଙ୍କର ବିବାହ ଓଛେଦ୍ ହେଇଥିଲା । କିନ୍ତୁ ସେମାନେ ପିଲାଙ୍କ ଭବିଷ୍ୟତ ଏବଂ ଖୁସି ପାଇଁ ସାଙ୍ଗ ରେ ରହିଛଇନ୍ତି। 

 

ତେବେ ବିଶ୍ଵସ୍ତ ସୂତ୍ର ରୁ ଜଣାଯାଇଛି ହୃତ୍ତିକ୍ ରୋସନ୍ ପୁଣି ଥରେ ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି । ତେବେ ସେ ଦ୍ଵିତୀୟ ବିବାହ ତାଙ୍କ ସ୍ତ୍ରୀ ଶୋଜେନ୍ ଙ୍କୁ ୨୦ ବର୍ଷ ପରେ ଆଉ ଥରେ ବିବାହ କରିବାକୁ ଯାଉଛନ୍ତି । କିନ୍ତୁ ଏହା ବିଷୟରେ କେହି ମୁହଁ ଖୁଲିନାହାନ୍ତି। ତେବେ ନିକଟରେ ଶୋଜେନ ହୃତିକ୍ ଙ୍କ ପରିବାର ସହ ବୋଲା ବୋଲି କରିବାର ଦେଖିବାକୁ ମିଳିଛି ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

 

Leave a Reply

Your email address will not be published. Required fields are marked *