ହୋଟେଲ ରେ ୪ କେଜି ର ଖାଦ୍ୟ ଖାଅ ମାଗଣାରେ ବୁଲେଟ ନେଇ କରି ଯାଅ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏକ ଏଭଳି ହୋଟେଲ ସମ୍ପର୍କରେ ଯେଉଁଠାରେ ଆପଣ ଯଦି ଏକ ୪ କେଜି ର ଖାଦ୍ୟ ଖାଇ ଦେଉଛନ୍ତି ତାହେଲେ ଆପଣ ଏକ ବୁଲେଟ ନେଇ କରି ଯାଇ ପାରିବେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଏହା ଏକ ଅବିଶ୍ୱାସନୀୟ ଘଟଣା ଲାଗୁଥିଲେ ବି ସତ୍ୟ ଅଟେ । ତେବେ ଏହି ଘଟଣା ଟି ମହାରାଷ୍ଟ୍ର ର ସୋଲେପୁର ଜିଲ୍ଲା ରେ ଥିବା ଶିବରାଜ ହୋଟେଲ ର । ତେବେ ଏହି ହୋଟେଲ ରେ ପ୍ରତି ଥର ଭଳି ଏହି ଥର ମଧ୍ୟ ଏକ ଅଲଗା ଭାବେ ଏକ ନୂଆ ଅଫର ଗ୍ରାହକ ମାନଙ୍କ ପାଇଁ ପ୍ରସୃତ କରାଯାଇଛି । ତେବେ ଏହି ହୋଟେଲ ରେ ଏଜି ଥାଳି ର ନାମ ବୁଲେଟ ଥାଳି ଦିଆଯାଇଛି । 

 

ଏହି ଥାଳି ରେ ଆପଣ ଚିଙ୍ଗୁଡ଼ି ବିରିୟାନି ,ଚିକେନ୍ ବିରିୟାନି, ଚିଙ୍ଗୁଡ଼ି ଫ୍ରାୟ, ମଟନ ତଥା ଭଳି କି ଭଳି ଆମିଷ ଏବଂ ମିଠାରେ ଲସି ଦିଆଯାଇଛି । ଯାହାର ମୂଲ୍ୟ ମାତ୍ର ୨୫୦୦ ଟଙ୍କା ରଖାଯାଇଛି । ତେବେ ଏହି ଥାଳି କୁ ଯିଏ ୧ ଘଣ୍ଟା ମଧ୍ୟରେ ସଫା କରିଦେବ ତାହେଲେ ତାକୁ ଏକ ୧ ଲକ୍ଷ ୬୫ ହଜାର ଟଙ୍କାର ବୁଲେଟ ବାଇକ ଗିଫ୍ଟ କରାଯିବ । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *