ହୋଲି ପାଇଁ ଆସିଲା ନୂଆ ଗାଇଡ଼ଲାଇନ । ଏହି ନିୟମ ରେ ପାଳନ ହେବ ହୋଲି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଦୋଳ ଏବଂ ହୋଲି ଉପରେ ରାଜ୍ୟ ସରକାର ଲଗାଇଥିବା କଟକଣା ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ   ତଥ୍ୟ । 

 

ତେବେ ବି,ଏମ,ସି ତରଫରୁ ଦୋଳ ଯାତ୍ରା ଏବଂ ହୋଲି ପାଳନ ଉପରେ ଲାଗିଛି କଟକଣା । ତେବେ ବି,ଏମ,ସି ପକ୍ଷରୁ ରାଜଧାନୀ ରେ ଜାରି କରାଯାଇଥିବା କଟକଣା ଅନୁସାରେ ଦୋଳ ପୂର୍ଣ୍ଣିମା ରେ କୌଣସି ବିମାନ ରେ ୫ ରୁ ଅଧିକ ଲୋକ ରହିବେ ନାହିଁ । ବାଜା ବାଣ ନ କରିବା ପାଇଁ ନର୍ଦେଶ । ବି,ଏମ,ସି ର ପରମିଶନ ନେଇ ଦୋଳ ଯାତ୍ରା ବା ବିମାନ ଯାତ୍ରା କରିପାରିବେ । 

 

ଯାତ୍ରା ରେ ସମ୍ପୂର୍ଣ୍ଣ କରୋନା ଗାଇଡ଼ ଲାଇନ ପାଳନ କରାଯିବ । ମାସ୍କ ପିନ୍ଧିବା ଏବଂ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ । ସେହିପରି ହୋଲି ସର୍ବ ସାଧାରଣ ନଖେଳିବା ପାଇଁ ନିର୍ଦେଶ ଦେଇଛନ୍ତି ବି,ଏମ,ସି । ନିଜ ଘର ଲୋକଙ୍କ ସହ ହୋଲି ଖେଳିବା ପାଇଁ ନିର୍ଦେଶ ଦିଆଯାଇଛି । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *