୧୧ ଟି ତୁଳସୀ ଗଛ କୁ ନେଇ କରନ୍ତୁ ଏହି ଉପଚାର । ହୋଇଯିବେ କୋଟିପତି , ସମସ୍ତ କାର୍ଯ୍ୟ ସଫଳତା ପାଇବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିପରି ତୁଳସୀ ଗଛ ନିକଟରେ ଥିବା ଏହି ସବୁ ଜିନିଷ ଆପଣଙ୍କ ଜୀବନ ଉପରେ ବହୁ ପ୍ରଭାବ ପକାଇଥାଏ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ତୁଳସି ଅତି ମୂଲ୍ୟବାନ ଏବଂ ପବିତ୍ର ଗଛ । 

 

ଏହା ର ପବିତ୍ରତା ପୁରାଣ ସମୟ ରୁ ବର୍ଣିତ । ଏହା ର ପବିତ୍ରତା କାରଣ ରୁ ହିଁ ସେ କେଉଁ କାଳ ରୁ ବହୁ ଦେବା ଦେବୀ ମନ୍ଦିର ତଥା ସମସ୍ତ ହିନ୍ଦୁ ଘର ସାମ୍ନା ରେ ମା ବୃନ୍ଦାବତୀ ଅବସ୍ଥାପିତ ହୋଇଛନ୍ତି । ଏହାର ପବିତ୍ରତା ସବୁ ଯୁଗରେ ଚର୍ଚ୍ଚା ର କାରଣ ସାଜିଛି । ଆସ୍ତଲୋଜି ଅନୁସାରେ ଘରେ ତୁଳସୀ ଗଛ ରହିଲେ ଏହା ଘର ଭିତରକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିବାକୁ ଦିଏ ନାହିଁ । ଏହା ଘରେ ସକରାତ୍ମକ ଉର୍ଜା ର ପ୍ରବେଶ କରେ  । 

 

ତେବେ ବାସ୍ତୁ ଅନୁସାରେ ପ୍ରତିଦିନ ସକାଳୁ ବ୍ରାହ୍ମ ମୁହୂର୍ତ୍ତ ରୁ ଉଠି ଗାଧୋଇ ସରିବା ପରେ ୧୧ ଗୋଟି ତୁଳସୀ ପତ୍ର କୁ ତୋଳିବେ । ହଁ ଆଜ୍ଞା ଗଛ ରୁ ପତ୍ର ତୋଳିବା ପୂର୍ବରୁ ମାଙ୍କୁ କ୍ଷମା ମାଗିବା ପରେ ଗଛ ରୁ ପତ୍ର ତୋଲନ୍ତୁ  । ଏହା ପରେ ଏହି ପତ୍ର କୁ ଆପଣଙ୍କ ଭାତ ହାଣ୍ଡି କିମ୍ବା ଅଟା ରେ ମିଶାଇ ରୁଟି କରି ଖାଇଲେ ।

 

 ଆପଣ ୧୦ ଦିନ ପରେ ଏହାର ଉପକାରିତା ବିଷୟରେ ଜାଣି ପାରିବେ । ତେବେ ଏହା କରିବା ଦ୍ୱାରା ଆପଣଙ୍କ ର ଅଜଣା ସ୍ଥାନ ରୁ ଟଙ୍କା ମିଳିବ । ଏବଂ ଏହା ଚାକିରୀ ନହେଉଥିଲେ ଚାକିରୀ ହେବ, ବହାଘର ନା ହୋଇ ପାରୁଥିଲେ ବହାଘର ହୋଇଯିବ।  ତେବେ ବିଦ୍ୟାର୍ଥୀ ମାନେ ସଫଳତା ମିଳିବ ।

 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *