୧ ଘଣ୍ଟା ରେ ଖାଇ ଥାଳି ସଫା କେଇଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କାର ବୁଲେଟ….

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆସନ୍ତୁ ଜାଣିବା ଏକ ଦମଦାର ଖବର ଯାହାକି ୧ଘଣ୍ଟା ରେ ବୁଲେଟ ଥାଳି ଖାଂତୁ ବୁଲେଟ ଗାଡ଼ି ନେଇ ଘରକୁ ଯାଂତୁ। ଏହି ଖବର ବିଷୟରେ ସବିଶେଷ ତଥ୍ୟ ପାଇବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ଯଦି ଆପଣ ମାନେ ଖାଇବା ରେ ସୌଖିନ କି ଆପଣ ମାନଙ୍କ ସାଙ୍ଗ ଖାଇବା ପାଇଁ ବେଶୀ ପସନ୍ଦ କରନ୍ତି ଏହି ଖବର କୁ ନିଶ୍ଚୟ ପଢନ୍ତୁ । କାରଣ ଏମିତି ଏକ ହୋଟେଲ ଖୋଲିଛି ଯେଉଁଟି ଏକ ସ୍ପିଆଲ୍ ଥାଳି ଅଛି । ଯଦି ସେ ଥାଳି କୁ ୧ ଘଣ୍ଟା ରେ ଖାଇ ଦେଉଛନ୍ତି ତେବେ ଆପଣ ଙ୍କୁ ମିଳିବ ଏକ ନୂଆ ବ୍ରାଣ୍ଡ ର ବୁଲେଟ ଗାଡ଼ି । ତେବେ କେଉଁଠି ରହିଛି ଏହି ହୋଟେଲ ଏବଂ କଣ ରହିଛି ସେହି ଥାଳି ର ବିଶେଷତ୍ଵ ଆସନ୍ତୁ ଜାଣିବା।

 

ଆପଣ ଯଦି ଗୋଟେ ଥାଳି ଖାଉଛନ୍ତି ତେବେ ଆପଣ ଙ୍କୁ ମିଳିବ ଗୋଟେ ବୁଲେଟ ଗାଡ଼ି । ହିଁ ଆଜ୍ଞା ଏହା ସମ୍ପୂର୍ଣ୍ଣ ସତ୍ୟ । ପୁନେ ରେ ଗୋଟେ ହୋଟେଲ୍ ଅଛି ଯାହାର ନାମ ଶିବରାଜ ହୋଟେଲ୍ । ଯାହାକି ଶିବ ରାଜ ହୋଟେଲ୍ ର ବେପାର ବଢେଇ ବା ପାଇଁ ଗୋଟେ ନୂଆ ଅଫ୍ ର ବାହାର କରିଛି । ସେହି ଅଫ୍ ର ନାମ ବୁଲେଟ ଥାଳି ଯାହାକି ଆପଣ ସେହି ଥାଳି ର ଥିବା ଖାଦ୍ୟ କୁ ଯଦି ଗୋଟେ ଘଣ୍ଟା ରେ ଖତମ୍ କରୁଛନ୍ତି ଆପଣ ଙ୍କୁ ମିଳିବ ଗୋଟେ ନୂଆ ବୁଲେଟ । 

ଆପଣ ଭାବୁଥିବେ ସେ ଥାଳି କୁ ଗୋଟେ ଘଣ୍ଟା ରେ ସରି ଦେବେ ବୋଲି । ଆଜ୍ଞା ଟିକେ ଭାବନ୍ତି ଗୋଟେ ଥାଳି ର ଓଜନ ଯଦି ୪ କିଲୋ ହେଇଥିବା ତେବେ ସେ ଥାଳି ରେ କେତେ ଖାଦ୍ୟ ଥିବ ଆପଣ ଚିନ୍ତା କରନ୍ତୁ । ଏବଂ ସେ ଗୋଟିଏ ଥାଳି ର ରେଟ ୨୫୦୦ ଟଙ୍କା  ।ଯଦି ଆପଣ ଭାବୁଛନ୍ତି ଆପଣ ଖାଇ ପାରିବେ ତେବେ ଥରେ ଚେଷ୍ଟା କରନ୍ତୁ ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *