ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଦେଶ ରେ ଆଗାମୀ ଦିନ ରେ ହେବାକୁ ଯାଉଥିବା ୨ ଟି ବଡ଼ ଖବର ସମ୍ପର୍କରେ ଯାହା ଦେଶ ବାସୀ ଙ୍କ ଉପରେ ସମ୍ପୂର୍ଣ୍ଣ ପ୍ରଭାଵ ପକାଇବ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆପଣ ମାନଙ୍କୁ କହି ଦେବାକୁ ଚାହୁଁଚି ଯେ ବର୍ତ୍ତମାନ ସମୟରେ ଦେଶରେ ଆଗାମୀ ୨୬ ତାରିଖ ଦିନ ସାରା ଦେଶ ବନ୍ଦ ରହିବ ତେବେ ଏହି ବନ୍ଦ କୁ ଦେଶ ବେପାରୀ ସଂଘ ତରଫରୁ ଏହି ଡାକରା ଦିଆଯାଇଛି । ତେବେ ଏହି ଡାକରା ସରକାର ଙ୍କ GST ର ବୃଦ୍ଧି ତଥା ଏହାର କୌଣସି ସୁଫଳ ଦେଶ ତଥା ରାଜ୍ୟ ର ବେପାରୀ ମାନଙ୍କୁ ନ ମିଳିବା ଉପରେ ଆଧାରିତ ।
ତେବେ ଦୁତୀୟ ବଡ଼ ଖବର ଟି ହେଉଛି ଦେଶ ରେ 5 ଟି ରାଜ୍ୟ ରେ ବିଭିନ୍ନ ସ୍ଥାନ ରେ ଲକଡାଉନ ଘୋଷଣା । ତେବେ ଏହି ରାଜ୍ୟ ଗୁଡିକ ହେଲେ ପଣ୍ଡିଚେରୀ , ମହାରାଷ୍ଟ୍ର ,ପୁଣେ,ମଧପ୍ରଦେଶ ଏବଂ ଗୁଜୁରାଟ ତେବେ ଏହି ରାଜ୍ୟ ଗୁଡିକ ରେ ବର୍ଦ୍ଧିତ କରୋନା କୁ ଦୃଷ୍ଟି ରେ ରଖି ଏହି ରାଜ୍ୟ ର ବିଭିନ୍ନ ଜିଲ୍ଲାରେ ଲକଡାଉନ ଘୋଷଣା କରାଯାଇଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।