୨୦୨୧ ରେ ସରକାର ଙ୍କ ବଡ଼ ଘୋଷଣା । ତୃତୀୟ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲା ବିନା ପରୀକ୍ଷାରେ ଅଲ ପାସ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଦିଲ୍ଲୀ ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତି ଯାହା ଦିଲ୍ଲୀର ସମସ୍ତ ତୃତୀୟ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ର ପିଲା ମାନଙ୍କ ଭାଗ୍ୟ ଉପରେ ନିର୍ଭର କରିବ ସେ ବିଷୟରେ କହିବାକୁ ଯାଉଛୁ । 

 

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।ତେବେ ଭାରତ ରେ ବର୍ତ୍ତମାନ ବହୁ ସହର କରୋନା ର ନୂଆ ଷ୍ଟ୍ରେନ ଆରମ୍ଭ ହୋଇ ଗଲାଣି । ତେବେ ସେଥିପାଇଁ  ବିଭିନ୍ନ ସ୍ଥାନ ରେ କରୋନା କୁ ନେଇ ବିଭିନ୍ନ ନିୟମ କଡାକଡି ପାଳନ କରାଯାଉଛି । ତେବେ କରୋନା ର ବର୍ଦ୍ଧିତ ଷ୍ଟ୍ରେନ କୁ ଦୃଷ୍ଟି ଆଗରେ ରଖି ।

 

 ଦିଲ୍ଲୀ ର ସମସ୍ତ ତୃତୀୟ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରି ଏବଂ ବେସରକାରୀ  ସ୍କୁଲ  ପିଲା ମାନେ ବିନା ପରୀକ୍ଷାରେ ପାସ କରିବେ । ତେବେ ଏହା ବଦଳରେ ସେମାନଙ୍କ ଠାରୁ ଆସାଇନମେଣ୍ଟ ନିଆଯିବ । ତେବେ ଯାହାକୁ ନେଇ ବହୁ ଛାତ୍ର ଛାତ୍ରୀ ମନଦୁଃଖ କରିଥିବା ବେଳେ ବହୁ ଅଭିଭାବକ ମାନେ ସରକାର ଙ୍କ ଏହି କାର୍ଯ୍ୟକ୍ରମ କୁ ସମର୍ଥନ ଜଣାଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *