୨ ମିନିଟ ରେ ମିଳିବ ୨ ଲକ୍ଷ ଟଙ୍କା । ସରକାର ଙ୍କ ଦ୍ଵାରା ଘୋଷଣା କରାଗଲା ନୂଆ ସ୍କିମ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଆପଣ ମାତ୍ର ଦୁଇ ମିନିଟ ରେ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ପାଇଁ ପାରିବେ ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଏହି ସ୍କିମ ରେ ଆପଣ ମାନେ ସିଧାସଳଖ କୈଣସି କାଗଜ ପାତ୍ର କାର୍ଯ୍ୟ ନକରି କୌଣସି ବ୍ୟଙ୍କ ଙ୍କୁ ନ ଯାଇ ସିଧାସଳଖ ଘରେ ବସି ପାଇ ପାରିବେ ୨ ଲକ୍ଷ ଟଙ୍କା । ତେବେ ଏହା ଭାରତ ସରକାର ଙ୍କ ସ୍ୱୀକୃତି ପ୍ରାପ୍ତ ଏକ ଅନଲାଇନ ବ୍ୟାଙ୍କ ଯାହାର ନାମ ହେଉଛି ପେ,ଟି,ଏମ । ତେବେ ଏହି ବ୍ୟାଙ୍କ ର ଆପ କୁ ଆପଣଙ୍କ ମୋବାଇଲ ରେ ସିଧାସଳଖ ଯାଇ ଡାଉନଲୋଡ଼ ମାରି ଆପଣ ମାନେ ଏହି ସୁବିଧା ର ସୁଯୋଗ ଉଠାଇ ପାରିବେ ।

 

ତେବେ ଆପଣ ମାନେ ଡାଉନଲୋଡ଼ କରି ସାରିବା ପରେ ଏହାର ଯେକୌଣସି ପାଖ ପ୍ରାଞ୍ଜଇଜ ନେଇ ଥିବା ସର୍ଭିସ ସେଣ୍ଟର କୁ ଯାଇ ଆପଣଙ୍କ ଆକାଉଣ୍ଟ କୁ ଆକ୍ଟିଭେଟ କରନ୍ତୁ । ଏହା ପରେ ଆପଣ ଏଥିରେ ଥିବା ଲୋନ ଅପସନ କୁ ଯାଇ କ୍ଲିକ କରନ୍ତୁ ଏବଂ ସଙ୍ଗେ ସଙ୍ଗେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ପାଆନ୍ତୁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *