ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କେଉଁ ରାଜ୍ୟ ରେ ନବମ ଏବଂ ଏକାଦଶ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନେ ବିନା ପରୀକ୍ଷାରେ ପାସ ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବର୍ତ୍ତମାନ ସମୟରେ ଏକ ବର୍ଷ ଧରି ରାଜ୍ୟ ରେ ସମସ୍ତ ସ୍କୁଲ ବନ୍ଦ ରହିଥିବା ବେଳେ ପିଲାମାନେ ପାଠ ପଢିବା ପାଇଁ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ତେବେ ଭାରତ ରେ ବର୍ତ୍ତମାନ ବହୁ ସହର କରୋନା ର ନୂଆ ଷ୍ଟ୍ରେନ ଆରମ୍ଭ ହୋଇ ଗଲାଣି । ତେବେ ସେଥିପାଇଁ ବିଭିନ୍ନ ସ୍ଥାନ ରେ କରୋନା କୁ ନେଇ ବିଭିନ୍ନ ନିୟମ କଡାକଡି ପାଳନ କରାଯାଉଛି । ତେବେ କରୋନା ର ବର୍ଦ୍ଧିତ ଷ୍ଟ୍ରେନ କୁ ଦୃଷ୍ଟି ଆଗରେ ରଖି ।
ମହାରାଷ୍ଟ୍ର ସରକାର ନବମ ଏବଂ ଏକାଦଶ ଶ୍ରେଣୀ ର ପିଲା ମାନଙ୍କୁ ବିନା ପରୀକ୍ଷାରେ ପାସ ବୋଲି ନିର୍ଦେଶ ଦେଇଛନ୍ତି । ଆମ୍ଭେ ମାନେ କିଛି ଦିନ ହେବ ଏକ ନ୍ୟୁଜ ପାଇଥିଲେ । ତେବେ ପୂର୍ବରୁ ରାଜ୍ୟ ସରକାର ରାଜ୍ୟ ର ସମସ୍ତ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ବିନା ପରୀକ୍ଷା ରେ ପାସ ବୋଲି ଘୋଷଣା କରିଥିଲେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।