ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନାଚ୍ ଓଡିଶା ଶୋରେ ରିତୁ ଲଗେଇଲେ ନିଆଁ, ହଟ ଡ଼ାନ୍ସରେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଏହି ସୃଷ୍ଟି ର ସର୍ବେଶ୍ଵର ହେଉଛନ୍ତି ଭଗବାନ।ସବୁ ଜୀବ ମାନଙ୍କ ମଧ୍ୟରେ ଭଗବାନଙ୍କର ଶ୍ରେଷ୍ଠ ଜୀବ ହେଉଛି ମଣିଷ।କିନ୍ତୁ ସବୁ ମଣିଷ ଙ୍କୁ ସମାନ ଭାବରେ ଗଢି ନାହାନ୍ତି ଈଶ୍ୱର।ସବୁ ମଣିଷ ଙ୍କୁ ସମାନ ପ୍ରତିଭା ଦେଇନାହାନ୍ତି ଈଶ୍ୱର।ହେଲେ ଯାହାକୁ ଯେଉଁ ପ୍ରତିଭା ଦେଇଛନ୍ତି ସେ ସେହି କ୍ଷେତ୍ର ରେ ମହାନ୍।ସେମିତି ଏକ କଳା ହେଉଛି ନାଚ କରିବା।ସମସ୍ତଙ୍କ ପାଖରେ ଏହି ପ୍ରତିଭା ନ ଥାଏ।
ତେବେ ବହୁତ ଲୋକ ଅଛନ୍ତି ଯେଉଁ ମାନେ ଏହି କ୍ଷେତ୍ର ରେ ବହୁତ ସୁନାମ ଅର୍ଜନ କରିଛନ୍ତି।ତେବେ ଏହି ପ୍ରତିଭା କୁ ଖୋଜି ବାହାର କରିବା ପାଇଁ ଏବେ ବହୁତ ଗୁଡ଼ିଏ ରେଏଲିଟି ଶୋ ସବୁ ବାହାରିଲାଣି।ତେବେ ଏମିତି ଗୋଟିଏ ରିଏଲିଟି ଶୋ ହେଉଛି “Nachh ଓଡ଼ିଶା”ଯାହା ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଛି।
ତେବେ ଏହି ଶୋ ର ଗ୍ରାଣ୍ଡ୍ ଫିନାଲେ ମଞ୍ଚ ରେ ଜଣେ ପ୍ରତିଯୋଗୀ ଏପରି ଡାନ୍ସ କରିଲେ ଯେ ଜଜେସ୍ ମାନେ ପୁରା ଆଶ୍ଚର୍ଯ୍ୟ ହୋଇଗଲେ।ସେହି ପ୍ରତିଯୋଗୀ ଜଣଙ୍କ ହେଉଛନ୍ତି ରୁତୁସ୍ନିଗ୍ଧା ଯିଏ “ମୁଁ ତୋ ହିରୋ” ଗୀତ ରେ ବର୍ଷା ରେ ଓଦା ହୋଇ ଜବରଦସ୍ତ ସିଜ୍ଲିଙ୍ଗ ଡାନ୍ସ କରିଥିଲେ।ତାଙ୍କ ନାଚ ସେଠି ବସିଥିବା ସବୁ ଲୋକ ମାନଙ୍କର ମନ ଜିଣିଥିଲା।
ତେବେ ତାଙ୍କର ପର୍ଫରମାନ୍ସ୍ ସରିଲା ପରେ ଜଜ୍ ମାନେ ତାଙ୍କର ବହୁତ ପ୍ରଶଂସା କରିଥିଲେ ଓ ତାଙ୍କୁ କମ୍ପ୍ଲିମେଣ୍ଟ୍ ମଧ୍ୟ ଦେଇଥିଲେ।ପରେ ଜଜ୍ ଶାଶ୍ଵତ ସମସ୍ତଙ୍କର ଅନୁରୋଧ କ୍ରମେ ମଞ୍ଚ ଉପର କୁ ଆସି ରୁତୁ ଙ୍କ ସହ ପୁଣି ଥରେ ସେହି ଗୀତ ରେ ନାଚିଥିଲେ।ସମସ୍ତଙ୍କୁ ବହୁତ ପସନ୍ଦ ଆସିଥିଲା ରୁତୁସ୍ନିଗ୍ଧା ଙ୍କ ଏହି ଡାନ୍ସ।ତେବେ ଆଶା କରୁଛୁ ସେ ଏମିତି ଭଲ ପର୍ଫରମାନ୍ସ୍ ଦେଇ ଆହୁରି ଆଗକୁ ଯାଆନ୍ତୁ।