ଏ.ଟି.ଏମ ଭିତରେ ଏମିତି କାଣ୍ଡ ଝିଅ । ସୋସିଆଲ ମିଡ଼ିଆ ରେ ନିଆଁ ଭଳି Viral ହେଲା Video… ଦେଖନ୍ତୁ Video…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏ.ଟି.ଏମ ଭିତରେ ଏମିତି କାଣ୍ଡ କଲେ ଯୁବତୀ । ଏହି ଭିଡ଼ିଓ ପଛରେ କଣ ରହିଛି ର-ହ-ସ୍ୟ ଚାଲନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସତରେ କ-ଷ୍ଟ କରିଲେ କୃଷ୍ଣ ମିଳେ ଆଉ ସେହି ଫଳ ଏତେ ପରିମାଣ ର ଆନନ୍ଦ ଦେଇଥାଏ ତାହା ଖୁବ୍ ଆନନ୍ଦ ଦାୟକ । ସମସ୍ତ ଙ୍କ ଜୀବନ ରେ ଟଙ୍କା ର ମୂଲ୍ୟ ଖୁବ୍ ଅଧିକ ଥାଏ । ଯେତେବେଳେ ମଣିଷ ପାଖକୁ କିଛି କରିବାର କଥା ଉଠୁ ଅଥବା କିଛି ବି ପ୍ରତିଯୋଗିତା ର କଥା ଆସୁ ମଣିଷ କିଛି ପାଇବା ପାଇଁ ଆଶା ରଖିଥାଏ  । ପୁରସ୍କାର  ରେ ଯଦି କିଛି ଅର୍ଥ ଉପାର୍ଜନ ହୋଇ ଯାଏ ନା ,ତ ମଣିଷ ଖୁବ୍ ଖୁସି ହୋଇ ଯାଏ । ଆମେ କିଛି ଅର୍ଥ ପାଇଯିବା ପରେ ଖୁବ୍ ଅଧିକ ଆଗକୁ ଆଗକୁ ଭାବିବା ଆରମ୍ଭ କରି ଦେଇଥାଉ କଣ କରିବା। 

 

ସେହି ଟଙ୍କା ରେ କିଛି କିଣିବା ହେଉ କିଛି ସଂଞ୍ଚୟ କରିବା ହେଉ ଆଉ କିଛି କିଛି ସ୍ଥାନ ରେ କିଛି ଜଣ ଖୁବ୍ ଅସୁବିଧା ରେ ରହିଥାନ୍ତି ଟଙ୍କା ପାଇଁ ଯାହା ପାଇଁ ସେମାନେ କିଛି ଟଙ୍କା ପାଇଗଲେ ସ୍ବର୍ଗ ସୁଖ ଅର୍ଥାତ୍ ସମସ୍ତ ଖୁସି ପାଇଯିବା ଭଳି ହୋଇଥାନ୍ତି। ଆଜ୍ଞା ଆପଣ ପ୍ରାୟ ତ ଦେଖିଥିବେ କି ନିଜେ ମଧ୍ୟ ଅନୁଭବ କରୁଥିବେ କି ଯେତେବେଳେ ଆପଣ ମାସ ତମାମ ଗୋଟିଏ ସ୍ଥାନ ରେ ଖଟିଛନ୍ତି ଓ ତା ପ୍ରତିବଦଳ ରେ କିଛି ଅର୍ଥ ଉପାର୍ଜନ କରୁଛନ୍ତି ତେବେ ଆପଣ ସେହି ଅର୍ଥ ପାଇବା ପରେ କେତେ ପରିମାଣ ରେ ଖୁସି ହେବେ ଜାଣି ପାରୁଥିବା । 

 

ଠିକ ସେହି ପରି ସୋ-ସି-ଆ-ଲ ମି-ଡ଼ି-ଆ ରେ ଏପରି ଏକ ଭିଡିଓ ଘୁରି ବୁଲୁଛି ଯାହା ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ । ଆଉ ମନ କୁ ପ୍ରଶ୍ନ ଆସି ପରେ ଏମିତି ହେବା ର ର-ହ-ସ୍ୟ କଣ । ଆମେ ସାଧାରଣତଃ ଟଙ୍କା ଉଠାଇବା ପାଇଁ ଏ.ଟି.ଏମ କୁ ଯାଇ ଥାଉ । ଠିକ ସେହି ଭଳି ଭାବରେ ଏ.ଟି.ଏମ ଭିତରୁ ଏକ ଭିଡିଓ ଖୁବ୍ ତୀବ୍ର ବେଗ ରେ ଭା-ଇ-ରା-ଲ ହେଉଛି । ଗୋଟିଏ ଝିଅ ଏ.ଟି.ଏମ କୁ କିଛି ଟଙ୍କା ଉଠାଇବା ପାଇଁ ଯାଇଛନ୍ତି ଯେତେବେଳେ ଏ.ଟି.ଏମ ନିୟମ ଅନୁସାରେ କାର୍ଯ୍ୟ କରି ସାରିଛନ୍ତି। 

 

ଆଉ ଟଙ୍କା ଆସିବା ବ୍ୟବଧାନ ସମୟରେ ସେ ଖୁବ୍ ନାଚିବାକୁ ଲାଗିଛନ୍ତି ଓ ତା ପରେ ଟଙ୍କା ପାଇଯିବା ପରେ ଖୁବ୍ ଖୁସି ହୋଇ ଏ.ଟି.ଏମ କୁ ଜୁହାର ମଧ୍ୟ ହୋଇଛନ୍ତି । 

ତେବେ ଏହା ପଛର କୌଣସି ର-ହ-ସ୍ୟ ଜଣା ପଡି ନଥିବା ବେଳେ ଭିଡିଓ ଟି ଛାଡ଼ିବା ସମୟରେ ଲେଖା ହୋଇଥିଲା ପ୍ରଥମ ଦରମା ର ଖୁସି । ଏହି କଥା କୁ ନେଇ ସୋ-ସି-ଆ-ଲ ମି-ଡି-ଆରେ ବହୁତ୍ ଲୋକ ବହୁତ୍ ପ୍ରକାର ର କମେଣ୍ଟ୍ ମଧ୍ୟ ଦେଇଛନ୍ତି । ଲୋକେ କହିଛନ୍ତି ପ୍ରଥମ ଦରମା ଜୀବନ ରେ ଅପୂରଣୀୟ ଖୁସି ଦେଇଥାଏ ଯାହାକୁ କେବେ ଭୁଲି ହେଇ ନଥାଏ । ତେବେ ଆପଣ ମାନେ ଏହି କଥା ଟି କୁ କେତିକି ପରିମାଣ ଟେ ବିଶ୍ୱାସ କରୁଛନ୍ତି ତାହା ଜଣେଇବେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *