ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସିଲା ନୂଆ ନିୟମ,ରାସ୍ତାରେ ଯିବା ସମୟରେ ଲିଫ୍ଟ ଦେଲେ,ସିଧା ଯିବେ ଜେଲ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ଆଜି ଏମିତି ଗୋଟେ ଖବର ସାମ୍ନା କୁ ଆସିଛି ଆପଣ ମାନେ ଶୁଣିଲେ ତାଯୁକ୍ ହୋଇଯିବେ। ଆପଣ ମାନେ ରାସ୍ତାରେ ଯିବା ବେଳେ ଯଦି କାହାକୁ ଲିଫ୍ଟ ଦେଉଛନ୍ତି ତାହାଲେ ଆପଣ ଜେଲ୍ ଯିବେ।ଏମିତି ଏକ ସଚେତନତା ମୂଳକ ନୋଟିସ୍ ଦେଇଛି ମୋଟର ଭେଇକେଲ ଆକ୍ଟ । ହଁ ଆଜ୍ଞା ଏହି କଥା ପୁରାପୁରି ସତ ,ଏମିତି କିଛି ରୂଲ୍ ବାହାର କରିବାକୁ ଯାଉଛି ମୋଟର ଭେଇକେଲ ଆକ୍ଟ ।ରାସ୍ତାରେ ଯିବା ସମୟରେ ଯଦି କାହାକୁ ଲିଫ୍ଟ ଦେଉଛନ୍ତି,ତେବେ ସିଧା ଯିବେ ଜେଲ।ଏବେଠୁ ସମସ୍ତେ ସାବଧାନ ହୋଇଯାଆନ୍ତି ।
ମୋଟଲ ଭେଇକେଲ 66/92 ଅନୁସାରେ ଆପଣ ମାନେ ଯଦି ନିଜ ଗାଡିରେ କିଛି ଅଜଣା ଲୋକଙ୍କୁ ବସାଉଛନ୍ତି ତେବେ ଜେଲ ଯିବାର ସମ୍ଭାବନା ରହିଛି । ତେବେ ରାସ୍ତା ରେ ଯିବା ସମୟ ରେ ଆପଣ ମାନେ ବହୁତ ସମୟ ରେ ଲୋକ ମାନଙ୍କୁ ଲିଫ୍ଟ ମାଗୁଥିବାର ଦେଖିଥିବେ ।ଏହି ସମୟ ରେ ମାନବିକତା ଦୃଷ୍ଟି ରୁ ଲୋକ ମାନେ ସାହାଯ୍ୟ କରିବାକୁ ଜାଇ ସେହି ବ୍ୟକ୍ତି ଙ୍କୁ ନିଜର ଗାଡିରେ ଲିଫ୍ଟ ଦିଅନ୍ତି । କିନ୍ତୁ ଏହା କରିବା ଠିକ୍ ନୁହେଁ । ଯଦି ଆପଣ ମାନେ ବି ଏମାନଙ୍କ ମଧ୍ୟରୁ ଜଣେ ତେବେ ଆପଣ ମାନେ ନିଜର ଏହି ଅଭ୍ୟାସ କୁ ବଦଳାନ୍ତୁ । ନଚେତ ଆପଣଙ୍କୁ ବି ଜୋରିମନା ଗଣିବା ସହିତ ଜେଲ ଯିବାକୁ ପଡିପାରେ ।
ଏହି କାମକୁ ମୋଟର ଭେଇକେଲ ଆକ୍ଟ ବେନିୟମ ବୋଲି କହି ଦଣ୍ଡ ବିଧାନର ବ୍ୟବସ୍ଥା କରିଛି।ତେଣୁ ସମସ୍ତେ ସାବଧାନ ହେବା ଉଚିତ୍।ମୁମ୍ବାଇ ର ଏମିତି ଘଟଣା ସାମ୍ନା କୁ ଆସିଛି ଜାହାକୁ ସୁଣିଲେ ଆପଣ ମାନେ କାହକୁ ଲିଫ୍ଟ ଦେବାକୁ ଭୟ କରିବେ । ମୁମ୍ବାଇ ର ଏକ ବ୍ୟକ୍ତି ରାସ୍ତାରେ ଜାଉଥିବା ସମୟ ରେ ଜଣେ ଅଜଣା ଲୋକଙ୍କୁ ଲିଫ୍ଟ ଦେଇଥିଲେ ।ଆଉ ରାସ୍ତା ରେ ଯିବା ସମୟ ରେ ଚେକିଂ ହେଉଥିବା ସମୟ ରେ ସେ ଧରା ପଡିଲେ ।
ଏହା ପରେ ତାଙ୍କ ଉପରେ 66/92 ଧରା ଲାଗୁ ହେବା ପରେ ତାଙ୍କୁ 2000 ଟଙ୍କା ଜୋରିମନା ଦେବାକୁ ପଡିଥିଲା । ମୋଟଲ ଭେଇକେଲ ଆକ୍ଟ ଅନୁସାରେ କେବଳ କମର୍ଶିଆଲ ଗାଡିକୁ ହିଁ ଏହାର ଅନୁୁମତି ମିଳିଛି । ସେମାନେ ଅନ୍ୟ ଲୋକ ମାନଙ୍କୁ କମର୍ଶିଆଲ ପର୍ପସ ରେ ଲିଫ୍ଟ ଦେଇପାରିବେ । ହେଲେ ପ୍ରାଇଭେଟ ଗାଡି ଚାଳକ କାହାକୁ ଲିଫ୍ଟ ଦେବା ବେଆଇନ ।ଵନ୍ଧୁଗଣ ସେଥିପାଇଁ ଆପଣ ମାନଙ୍କୁ ଅନୁରୋଧ ବେଳ ଥାଉଥାଉ ସାବଧାନ ହେଇଯିବ ଉଚିତ୍।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।