ଏବେ ଟୁଁଗୁରୁ ଭୋଳ ବିବାହ କରିବେ ଏହି ନୂଆ ଝିଅକୁ…

 

 

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବହୁ ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ ଙ୍କ ମାମଲା ବିଷୟରେ ତ ଆପଣ ମାନେ ଜାଣିଥିବେ । ବନ୍ଧୁଗଣ ଜଣାଇ ରଖୁଛୁ ଯେ , ଜଣେ ବିବାହିତା ମହିଳା ତାଙ୍କ ସ୍ୱାମୀ ଙ୍କ କଥା ଭୁଲିଯାଇ ଅନ୍ୟ ଏକ ଯୁବକ ପ୍ରେମରେ ପଡିଥିଲେ । ମହିଳା ଜଣକ ଏହା ଜିଦ୍ କରିଥିଲେ ଯେ , ମୁଁ ସେହି ଯୁବକ ଙ୍କୁ ବିବାହ କରିବି ।

 

ଆଉ ଏହି ବିଷୟରେ ଟୁଙ୍ଗୁରୁ ଭୋଳ କହିଛନ୍ତି ଯେ , ମୁଁ ଅଟୋ ଚଲାଏଁ । ପ୍ରଥମେ ଆମର ଏମ୍ସ ହସ୍ପିଟାଲ ରେ ଦେଖା ହୋଇଥିଲା । ସେ ମୋ ଗାଡ଼ି ରେ ଭଡ଼ା ରେ ଯିବେ ବୋଲି ମତେ ଡାକିଥିଲେ । ତାଙ୍କ ଦେହ ଅସୁସ୍ଥ ଥିବାରୁ ନେବା ଆଣିବା କରିବାକୁ ସେ ମୋ ଫୋନ୍ ନମ୍ବର ମାଗିଥିଲେ । ତାପରେ କୁଆଡେ ଯିବାକୁ ହେଲେ ସେ ମତେ ଫୋନ୍ କରନ୍ତି । ଆଉ ଦିନେ ତାଙ୍କ ଘରକୁ ଛାଡ଼ିବାକୁ ଯିବା ବେଳେ ସେ ମତେ ତାଙ୍କ ଘରକୁ ଡାକିଲେ ।

 

ଆଉ ତାପରେ ତାଙ୍କ ଘରେ  ସେ ମୋ ସହିତ ଗୋଟେ ସେଲ୍ଫି ଉଠେଇବା ପାଇଁ କହିଲେ ।ଆଉ ତାପରେ ସେ ମତେ କୋର୍ଟ ମ୍ୟାରେଜ୍ କରିବାକୁ ବାଧ୍ୟ କଲେ । ଆଉ ସେତେବେଳେ ମୁଁ କହିଲି କି , ତମେ ଆଗରୁ ବିବାହିତ ଅଛ ।ମୁଁ ତମକୁ ବିବାହ କରି ପାରିବିନି । ଆଉ ମୁଁ ଯେତେବେଳେ ବିବାହ କରିବାକୁ ମନା କରିଦେଲି ସେତେବେଳେ ସେ ଭରତପୁର ଥାନାରେ ମୋ ନାଁରେ କେସ ଦେଲେ ।

 

ଟୁଙ୍ଗୁରୁ କହିଛନ୍ତି ଯେ ,ସେ ତାଙ୍କ ଘରେ ମତେ ଆଠ ଦିନ କାଳ ବନ୍ଦୀ କରି ରଖିଥିଲେ । ଏମିତିକି ମୁଁ କୁଆଡେ ଯାଇ ପାରିବିନି ବୋଲି ସେ ମତେ ଗାମୁଛା ପିନ୍ଧେଇ ରଖିଲେ। ଆଉ ପରବର୍ତ୍ତୀ ସମୟରେ ଟୁଙ୍ଗୁରୁ ସୁଯୋଗ ପାଇ ଫେରାର ହୋଇଥିଲେ ।ଟୁଙ୍ଗୁରୁ ଏବଂ ବର୍ଷା ଙ୍କ ସହିତ ରଖିଥିବା ଶାରୀରିକ ସଂ-ମ୍ପ-ର୍କ ର କଥା  ସଂମ୍ପର୍ଣ୍ଣ ମିଥ୍ୟା ବୋଲି ଟୁଙ୍ଗୁରୁ କହିଛନ୍ତି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *