ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ଭାରତ ଠାରୁ ମ୍ୟାଚ ହାରିବା ପରେ ପାକିସ୍ଥାନୀ ଫ୍ୟାନ ମାନେ କହିଲେ ଏମିତି ସବୁ କଥା । ତେବେ ସେମାନେ କଣ ସବୁ କହିଛନ୍ତି, ଆସନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ଗତକାଲି ଭାରତ ଓ ପାକିସ୍ଥାନ ମଧ୍ୟରେ ମ୍ୟାଚ୍ ଖେଳା ଯାଇଥିଲା । ତେବେ ସେହି ମ୍ୟାଚ୍ ପରେ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ଚାଲିଛି । ତେବେ ବନ୍ଧୁଗଣ ଗତକାଲି ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରିଥିଲା । ଆଉ ଏମିତି କୁହା ଯାଉଛି ଯେ , ଭାରତ ର ଏହି ବିଜୟ ଦେଶବାସୀ ଙ୍କୁ ଦୀପାବଳୀ ଭେଟି ଦେଇଛି ।
ତେବେ ଆମେ ଜାଣିଛୁ କି ଅଷ୍ଟ୍ରେଲିଆ ର ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡଠାରେ ଖେଳାଯାଉଥିବା ଟି – 20 ବିଶ୍ବକପର ଏକ ସୁପର-12 ମ୍ୟାଚରେ ଭାରତ ଆଗରେ 160 ରନର ବିଜୟ ଲକ୍ଷ୍ୟ ରଖିଥିଲା ପାକିସ୍ତାନ । ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।ଭାରତୀୟ ବୋଲର ଅର୍ସଦୀପ ସିଂଙ୍କ ଜବରଦସ୍ତ ବୋଲିଂ ଆଗରେ ପାକିସ୍ଥାନ ର ଦୁଇ ବ୍ୟାଟ୍ସମ୍ୟାନ ବାବର ଆଜମ ଓ ମହମ୍ମଦ ରିଜଓ୍ବାନ ବେଶି ସମୟ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲେ ।
ତେବେ ମ୍ୟାଚରେ ବିରାଟ କୋହଲି ଓ ହାର୍ଦ୍ଧିକ ପାଣ୍ଡ୍ୟା ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ ଏବଂ ଉଭୟ ଟିମ୍ ଇଂଡିଆ କୁ ବିଜୟ ଆଣି ଦେଇଥିଲେ ।ତେବେ ପାକିସ୍ଥାନ ର ପରାଜୟ ପରେ ମ୍ୟାଚ୍ ଦେଖିବାକୁ ଆସିଥିବା ପାକିସ୍ଥାନୀ ଫ୍ୟାନ ମାନେ ଅନେକ କିଛି କଥା ଗଣ ମାଧ୍ୟମ ସାମ୍ନାରେ କହିଛନ୍ତି। ତେବେ ବର୍ତ୍ତମାନ ଅନେକ ପାକିସ୍ଥାନୀ ଫ୍ୟାନ ମାନେ କହିଥିବା କଥା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓ କୁ ଦେଖନ୍ତୁ ,ଜାଣି ପାରିବେ ପାକିସ୍ଥାନ ହାରିବା ପରେ ପାକିସ୍ଥାନୀ ଫ୍ୟାନ ମାନେ କଣ ସବୁ କହିଛନ୍ତି।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।