କୋଚ ହେବା ପରେ ଦ୍ରାବିଡ଼ ନେଲେ ନିଷ୍ପତି। କହିଲେ ବିରାଟ ଙ୍କ ପରେ କିଏ ହେବ T20 ଅଧିନାୟକ…

 

ଟି -୨୦ ବିଶ୍ୱକପ୍ ରେ ରୋହିତ ଶର୍ମା ହେବେ ଅଧିନାୟକ ଏପରି ଇଶାରା ଦେଇଛନ୍ତି ରାହୁଲ ଦ୍ରାବିଡ । ରାହୁଲ ଦ୍ରାବିଡ ।କହିଲେ ବିରାଟ ଙ୍କ ପରେ କିଏ ହେବ T20 ଅଧିନାୟକ । ଦ୍ଵିତୀୟ ରେ ସେ ପରବର୍ତୀ ଅଧିନାୟକ ଙ୍କୁ ନେଇ ସେ କେ ଏଲ ରାହୁଲ ଙ୍କ ନାମ ନେଇଥିଲେ ।

କୋଚ ରବି ଶାସ୍ତ୍ର ଙ୍କ ଅଧୀନ ରେ ଦଳ ବହୁତ୍ ଭଲ ପ୍ରଦର୍ଶନ କରିଛି ଏବଂ ଏହି ପ୍ରଦର୍ଶନ କୁ ଆଗକୁ ରଖିବା ପାଇଁ ସର୍ବଦା କାମ କରିବେ ବୋଲି କହିଛନ୍ତି ରାହୁଲ ଦ୍ରାବିଡ ।ଆସନ୍ତା ୨ ବର୍ଷ ମଧ୍ୟରେ ଦୁଇଟି ବିଶ୍ୱ କପ୍ ହେବାକୁ ରହିଛି ,ଗୋଟେ ଟି -୨୦ ଆଉ ଗୋଟେ ଦିନିକିଆ ବିଶ୍ୱକପ ରହିଛି । ଏଥି ମଧ୍ୟରେ ଆସୁଥିବା ବିଶ୍ୱକପ୍ ରେ ଭାରତୀୟ ଟିମ୍ ରେ ବ୍ୟାପକ ପରିବର୍ତ୍ତନ ହେବ ବୋଲି କହିଛନ୍ତି ରାହୁଲ ପୂର୍ବତନ ରଣଜୀ ଖେଳାଳି ସତ୍ୟ ରଂଜନ ଶତପଥୀ ଏହା କହିଛନ୍ତି ଯେ , ରାହୁଲ ଦ୍ରାବିଡ ଙ୍କୁ ବର୍ତ୍ତମାନ ସମୟ ରେ ଭାରତୀୟ ଟିମ୍ ର ମୂଖ୍ୟ କୋଚ ଭାବରେ ଘୋଷଣା କରା ଯାଇଛି ଏହା ଏକ ଖୁସି ର ଖବର ।

ଏହା ପରେ କହିଛନ୍ତି ଯେ ରାହୁଲ ସବୁବେଳେ ଚାହାନ୍ତି ଟିମ୍ ଭିତରେ କୌଣସି ପ୍ରକାରର ମତାନ୍ତର କିମ୍ବା ମାନାନ୍ତର ନ ହେଉ ଏବଂ ଟିମ୍ କିଭଳି ଭାବରେ ଭଲ ପ୍ରଦର୍ଶନ କରିବ ଏହା ହିଁ ତାଙ୍କର ମୁଖ୍ୟ ଲକ୍ଷ୍ୟ । ତେବେ ବର୍ତ୍ତମାନ ରୋହିତ ଶର୍ମା ଏବଂ କେ ଏଲ ରାହୁଲ ଙ୍କୁ ନେଇ ରାହୁଲ ଦ୍ରାବିଡ ଯେଉଁ କଥା କହିଛନ୍ତି , ଏହା ସେ ନିଜର ଏକ ଅଭିଜ୍ଞତା ରୁ କହିଛନ୍ତି । ଟିମ୍ ଇଣ୍ଡିଆ ରେ କିଭଳି ପରିବର୍ତ୍ତନ ହେଲେ ଟିମ୍ ଇଂଡିଆ ଆହୁରି ଆଗକୁ ବଢି ପାରିବ ସେ ନେଇ ଚିନ୍ତା କରି କହିଥିବେ ରାହୁଲ ଦ୍ରାବିଡ ।

 ଭାରତୀୟ ଦଳ ବିଗତ ସିଯିନ୍ ରେ ହେଉ କିମ୍ବା ବିଗତ କିଛି ମାସ ହେଉ ଭଲ ପ୍ରଦର୍ଶନ କରି ଆସିଛି ଯଦିଓ ସେ ବିଶ୍ୱକପ୍ ରେ ଦୁଇଟି ମ୍ୟାଚ୍ ହାରି ଯାଇଛି ତଥାପି ଆଗକୁ ସେ ତାର ଭଲ ପ୍ରଦର୍ଶନ ଦେଖାଇବ ବୋଲି ଆଶା କରା ଯାଉଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *