୫୫୫ ବର୍ଷ ପରେ ଏହି ରାଶି ମାନଙ୍କର ଭାଗ୍ୟ ଲେଖିବେ ନିଜେ ମହାଦେବ…

 

ମହାଦେବ ହେଉଛନ୍ତି ଭୋଳାନାଥ । ମହା ଜ୍ଞାନୀ ଏବଂ ସବୁବେଳେ ଭକ୍ତ ଙ୍କ ପାଖରୁ ଅଳ୍ପରେ ସନ୍ତୁଷ୍ଟ ହୋଇଥାନ୍ତି । ମହାଦେବ ଛନ୍ଦ କପଟ କିଛି ଜାଣି ପାରନ୍ତି ନାହିଁ ବୋଲି ତାଙ୍କ ନାମ ଭୋଳାନାଥ । ତେବେ ଅନେକ ବର୍ଷ ପରେ ମହାଦେବ କିଛି ରାଶି ମାନଙ୍କ ଉପରେ କରିବାକୁ ଯାଉଛନ୍ତି କୃପା ବର୍ଷା ଯେଉଁଥିରେ ରାଶି ମାନଙ୍କ ବଦଳିବ ଭାଗ୍ୟ । ଆସନ୍ତୁ ଜାଣିବା  କେଉଁ କେଉଁ ରାଶି ମାନଙ୍କ ଉପରେ ପଡ଼ିଲା ମହାଦେବ ଙ୍କ କୃପା । 

 

ମେଷ ରାଶି – ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୧୨ ଟି ରାଶି ମଧ୍ୟରୁ ଆପଣ ହେଉଛନ୍ତି ପ୍ରଥମ ରାଶି । ଆଗାମୀ ଦିନରେ ଆପଣ ମହାଦେବ ଙ୍କ କୃପା ପାଇବାକୁ ଯାଇଛନ୍ତି ଯାହା ଫଳରେ ଆପଣ ଅନେକ ବିଶେଷ କାର୍ଯ୍ୟକୁ ସମ୍ପାଦନ କରିପାରିବେ । ମା ଙ୍କ ସହ ସମ୍ପର୍କ ଭଲ ରହିବା ସହ ନୂଆ ନୂଆ କାର୍ଯ୍ୟରେ ମା ଙ୍କ ସହ ଯୋଗଦାନ କରିବେ । 

 

ମିଥୁନ ରାଶି – ବ୍ୟବସାୟରେ ଧୀରେ ଧୀରେ ଉନ୍ନତି ଯୋଗ ହେଉଅଛି ଯାହାଦ୍ବାରା ଆପଣ ଆଗକୁ ବଢ଼ିବେ । ସମସ୍ତ ପ୍ରକାର ଶାରୀରିକ ଅସୁସ୍ଥତା ରୁ ମୁକ୍ତି ପାଇବେ । କର୍ମ କ୍ଷେତ୍ରରେ ଅଗ୍ରସର ହୋଇ ଆଗକୁ ବଢିବାର ଧୈର୍ଯ୍ୟ, ସାହସ , ମନରେ ରଖିବେ । ଆଗାମୀ ଦିନରେ ବ୍ୟାଙ୍କ୍ ସ୍ତରରୁ ଆପଣ ଲାଭବାନ ହେବାର ସମ୍ଭାବନା ରହିଛି । 

 

ସିଂହ ରାଶି – କୌଣସି କ୍ଷେତ୍ରରେ ଆପଣଙ୍କ ବିଶେଷ କାର୍ଯ୍ୟ ପାଇଁ ଆପଣ ସମ୍ମାନିତ ହୋଇ ପାରନ୍ତି । କଠିନ ପରିଶ୍ରମ ଦ୍ବାରା ଏବଂ ଦୃଢ଼ ଆତ୍ମବିଶ୍ବାସ ପାଇଁ ଆପଣ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବାରେ ସକ୍ଷମ ହେବେ । ଅନେକ ମାର୍ଗରୁ ଧନ ପ୍ରାପ୍ତି ହେବ ଆପଣଙ୍କ ଆଗାମୀ ଦିନ ମାନଙ୍କରେ ଯାହାଦ୍ବାରା ଆପଣ ଆଗକୁ ଆହୁରି ବଢିବେ । 

 

ଧନୁ ରାଶି – କୌଣସି ଦୂର ଯାତ୍ରା କରିବାକୁ ଯୋଜନା କରିପାରନ୍ତି । ବନ୍ଧୁ ବାନ୍ଧବ ଙ୍କ ସହ ସମ୍ପର୍କ ଭଲ ରହିବ । ଆଗାମୀ ଦିନ ମାନଙ୍କରେ କେହି ଆପଣଙ୍କ ଉପରେ ବିଶେଷ ନଜର ରଖିପାରେ କ୍ଷତି କରିବା ଉଦ୍ଦେଶ୍ୟରେ କିନ୍ତୁ ଏଥିରେ ସଫଳ ହୋଇପାରିବ ନାହିଁ । ଅଚିହ୍ନା ଲୋକଙ୍କ ଠାରୁ ଆପଣ ଦୂରେଇ ରୁହନ୍ତୁ ଆପଣଙ୍କ ପାଇଁ ଏହା ଭଲ ହେବ । 

 

ମକର ରାଶି – ସନ୍ତାନ ପ୍ରାପ୍ତି ଯୋଗ ଆପଣଙ୍କ ରାଶିରେ ହେଉଅଛି । ଯଦି ଆପଣ ବିବାହିତ ଏବଂ ଅନେକ ଦିନ ଧରି ସନ୍ତାନ ପ୍ରାପ୍ତି ପାଇଁ ଅପେକ୍ଷାରେ ଥିଲେ ତେବେ ଏହା ଆପଣଙ୍କ ପାଇଁ ଶୁଭ ଖବର ସାବ୍ୟସ୍ତ ହେବ । ସୁସ୍ୱାଦୁ ଭୋଜନ ଗ୍ରହଣ କରିବେ । ପ୍ରିୟଜନ ଙ୍କ ସହ ସମ୍ପର୍କ ବହୁତ୍ ଭଲ ରହିବ।  ବିଦ୍ୟାର୍ଥୀ ମାନେ ଅଶେଷ ଜ୍ଞାନର ଅଧିକାରୀ ହେବାପାଇଁ ଚେଷ୍ଟା ଜାରି ରଖିବେ । 

Leave a Reply

Your email address will not be published. Required fields are marked *