ସରିଲା ବର୍ଷର ଶେଷ ପରାଗ,ଏହିସବୁ ରାଶି ପାଇଁ ଆସିଛି ଶୁଭଖବର।

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସରିଲା ବର୍ଷର ଶେଷ ପରାଗ,ଏହିସବୁ ରାଶି ପାଇଁ ଆସିଛି ଶୁଭଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଭାଗ୍ୟ ଭବିଷ୍ୟ ଓ କର୍ମଫଳ ମନୁଷ୍ୟ ଜୀବନ ଉପରେ ଆଧାରିତ । ମନୁଷ୍ୟ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ନିଜ କର୍ମଫଳ ଦ୍ଵାରା ପରିଚାଳିତ ହୋଇଥାଏ । ଏହି ସଂସାରରେ ବାର ଗୋଟି ରାଶି ଉପରେ ମଣିଷର ଭାଗ୍ୟ ଭବିଷ୍ୟ ନିର୍ଦ୍ଧାରିତ । ନିଜର ପୂର୍ବଜନ୍ମର କର୍ମଫଳ ଦ୍ଵାରା ମନୁଷ୍ୟ ନିଜ ଜୀବନକୁ ଭୋଗ କରିଥାଏ । ପୂର୍ବଜନ୍ମ କର୍ମଫଳ ଦ୍ଵାରା ମନୁଷ୍ୟ ଏହି ଜନ୍ମରେ ସୁଖ ତଥା ଦୁଃଖ ଭୋଗ କରିଥାଏ । ମନୁଷ୍ୟ ଜୀବନ ଚକ୍ରରେ ଅନେକ ବିଡମ୍ବନା ମଧ୍ୟ ଦେଖିବାକୁ ମିଳିଥାଏ । ଏହିସବୁ ବାଧା ବିଘ୍ନ ବିଡମ୍ବନା ରୁ ନିସ୍ତାର ପାଇବା ପାଇଁ ମଣିଷ ଅନେକ ପୂଜା ଅର୍ଚ୍ଚନା କରିଥାଏ । 

 

ଏଥି ସହ ଜ୍ୟୋତିଷ ଆଦିର ସହାୟତା ମଧ୍ୟ ଲୋଡ଼ିଥାନ୍ତି । ହିନ୍ଦୁ ଶାସ୍ତ୍ର ପରମ୍ପରାରେ ଜ୍ୟୋତିଷ ଶାସ୍ତ୍ର ର ଅନେକ ପ୍ରାଧାନ୍ୟ ମାନ୍ୟତା ରହିଥାଏ । ଗ୍ରହମାନଙ୍କ ଚଳନ ବିଧିକୁ ଲକ୍ଷ୍ୟ କରି ରାଶି ମାନଙ୍କୁ ସ୍ଥିତିକୁ ଲକ୍ଷ୍ୟ କରାଯାଇଥାଏ ।ମଙ୍ଗଳବାର ଦିନ ଭାରତରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ପରାଗରେ ଏହାର ପ୍ରଭାବ ସମସ୍ତ ରାଶି ମାନଙ୍କ ଉପରେ ପଡ଼ିବ,ହେଲେ କିଛି ରାଶି ମାନଙ୍କ ଉପରେ ଭଲ ପ୍ରଭାବ ପଡ଼ିବ ତ ଆଉ କିଛି ରାଶି ମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ିବ।ତେବେ ସତ ପଥରେ ନିଜ ଜୀବନ ପ୍ରେରିତ କର, ଭଗବାନଙ୍କ ନାମ ସ୍ମରଣ କର ସବୁବେଳେ ଖୁସିରେ ରହିବେ।

 

*ମିଥୁନ ରାଶି -ଏହି ରାଶି ଙ୍କ ଉପରେ ସଦା ସର୍ବଦା ଲାଗି ରହିଥାଏ ।  ଭବିଷ୍ୟତରେ ଏହି ରାଶି ଙ୍କ ଭାଗ୍ୟରେ ଯେଉଁ ସବୁ କାର୍ଯ୍ୟ ଅଟକିଥିବ ତାହା ନିଶ୍ଚିତ ଫଳପ୍ରଦ ହେବ । ଏହି ରାଶିର ଲୋକମାନେ ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଅନେକ ସୁଯୋଗ ପ୍ରାପ୍ତ କରିବେ ।ସମାଜରେ ଆପଣଙ୍କ ମାନ ସମ୍ମାନ ଅଧିକ ରୁ ଅଧିକ ବଢିଯିବ।

 

*ମୀନ ରାଶି – ଏହି ରାଶି ଙ୍କ ଭାଗ୍ୟରେ କେବେବି ଆର୍ଥିକ ସମସ୍ୟା ରହିବ ନାହିଁ । ଏହି ରାଶି ସମନ୍ଧ ବ୍ୟକ୍ତି ବିଶେଷ ଯଦି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତି ତେବେ ନିଶ୍ଚିତ ସଫଳତା ହାସଲ କରିବେ । ବ୍ୟବହାର ଓ ବାଣିଜ୍ୟ କ୍ଷେତ୍ରରେ ଅନେକ ଉନ୍ନତି ଘଟିବ । ବ୍ୟବସାୟ କରୁଥିବା ଲୋକମାନେ ଅଧିକ ଧନ ଉପାର୍ଜନ କରିବେ । 

 

*ସିଂହ ରାଶି – ଏହି ରାଶି ଙ୍କ ଭାଗ୍ୟରେ ଧନବର୍ଷା ର ସମ୍ଭାବନା ଅଧିକ ରହିଛି । ଏମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟ ବାଣିଜ୍ୟ ଉନ୍ନତି ସାଧିତ ହେବ । ପାରିବାରିକ ସମସ୍ୟା ଦୂରୀଭୂତ ହେବ । ଆଗାମୀ ସମୟରେ ଏମାନଙ୍କ ଭାଗ୍ୟରେ ଆକସ୍ମିତ ଧନବର୍ଷା ର ସମ୍ଭାବନା ରହିଛି ।ଆପଣଙ୍କ ବୈବାହିକ ଜୀବନରେ ଖୁସି ଆସିବାର ଦେଖାଯାଉଛି। 

 

*ବିଛା ରାଶି:-ପରିଶ୍ରମ ର ଫଳ ଆପଣ ମାନଙ୍କୁ ଏହି ମାସ ରେ ମିଳିବ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ। ଯାତ୍ରାରେ ବିଶେଷ ଲାଭାନ୍ୱିତ ହେବେ। ମହିଳାମାନେ ସକ୍ରିୟ ହେବେ।ସନ୍ତାନଙ୍କ ତରଫରୁ ଆପଣଙ୍କୁ କିଛି ଉପହାର ମିଳିପାରେ। ଭାଗ୍ୟ ଚମକିବା ହେତୁ ଆପଣଙ୍କ ସବୁ ଅଟକି ରହିଥିବା କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ।ତେବେ ଆପଣଙ୍କର ଯେଉଁ ରାଶି ବି ହେଉ,ଆପଣ ଭଗବାନଙ୍କ ନାମ ନିଅନ୍ତୁ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *