ଅର୍ଚ୍ଚନା ଙ୍କୁ ମାରିବାକୁ ଆସିଥିଲେ ସୁପାରି କିଲର୍ ; ହେଲେ ପୋଲିସ ଖେଳିଲା ଖେଳ – ଜାଣନ୍ତୁ ସମ୍ପୂର୍ଣ୍ଣ ଖବର । 

 

 

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ସ୍ଵାଗତ କରୁଅଛୁ । ବନ୍ଧୁଗଣ ଅର୍ଚ୍ଚନାଙ୍କ ଜୀବନ କୁ ଥିଲା ସୁପାରି କିଲର୍ ଙ୍କ ଭୟ । ସେମାନେ  ଗାଡ଼ି ଭିତରେ ହିଁ ଅର୍ଚ୍ଚନା ଙ୍କୁ ମାରିଦେବା ପାଇଁ ଚାହୁଁଥିଲେ । ଆଉ ଯେଉଁଥି ପାଇଁ ପୋ-ଲି-ସ ଭ୍ୟାନ ରେ କଳା କପଡା ଗୁଡ଼ାଇ ଅର୍ଚ୍ଚନା ଙ୍କୁ ଆଣିଥିଲେ । ଆଉ ଯାହା ଦ୍ଵାରା ସୁପାରି କିଲର୍  ଜାଣି ପାରିବେନି ଯେ ,ଭ୍ୟାନ ର କେଉଁ ପ୍ରକୃତ ଜାଗାରେ ଅର୍ଚ୍ଚନା ବସିଛନ୍ତି । ଆଉ  ନା ହିଁ ତାଙ୍କୁ ଟାର୍ଗେଟ କରି ଗୁଳି ମାରି ପାରିବେ ।

 

ଅର୍ଚ୍ଚନା ଙ୍କୁ ଜୀବନ ରୁ ମାରି ଦେବା ପାଇଁ ସୁପାରି କିଲର୍ ମାନଙ୍କୁ ସୁପାରି ଦିଆ ଯାଇଛି । ଆଉ ଏହି ସୁପାରି ସେହି ମାନେ ଦେଇଛନ୍ତି ଯେଉଁ ମାନେ ଅର୍ଚ୍ଚନା ଙ୍କ ସହ ରାତି ବିତାଇଛନ୍ତି । ସେମାନଙ୍କୁ ଏହି କଥା ର ଭୟ ଯେ ,ଅର୍ଚ୍ଚନା ଯଦି ମୁଁହ ଖୋଲି ଦେବେ ସେମାନଙ୍କ ଇଜ୍ଜତ ଚାଲିଯିବ । ଆଉ ଏଥିପାଇଁ ଅର୍ଚ୍ଚନା ଙ୍କୁ ଜୀବନ ରୁ ମାରିଦେବା ପାଇଁ ସୁପାରି କିଲର୍ ମାନଙ୍କୁ ଟଙ୍କା ଦିଆ ଯାଇଛି ।

 

ଆଉ ରାଜଧାନୀ ରେ ଯେଉଁ ଭଳି ଅପରାଧ ହୋଇଛି ,ତେବେ ସେହିଭଳି ଭାବେ ଅର୍ଚ୍ଚନା ଙ୍କୁ କୌଣସି ମୁହୂର୍ତ୍ତ ରେ କେହି ମାରିଦେବେ ଏଥିରେ କୌଣସି ସନ୍ଦେହ ନାହିଁ । କାହିଁକି ନା ଅର୍ଚ୍ଚନା ଏବେ ଅନେକଙ୍କ ଜୀବନ ପାଇଁ ବିପଦ ସାଜିଛନ୍ତି ।ତେବେ ଅର୍ଚ୍ଚନା ଅନେକ ବଡ ବଡିଆ ନେତା, ମନ୍ତ୍ରୀ ,ଶିଳ୍ପପତି ତଥା ପ୍ରଯୋଜକ ମାନଙ୍କ ବଡ ବଡ କଳା ରାଜ୍ ବିଷୟ ରେ ଜାଣିଛନ୍ତି ।

 

ତେବେ କଣ ଏହା ସତ ଯେ ଅର୍ଚ୍ଚନା ଙ୍କ ଜୀବନ କୁ ଅଛି ସୁପାରି କିଲର୍ ଙ୍କ ଭୟ ।ତାଙ୍କୁ ମାରିଦେବାକୁ କିଏ ଚେଷ୍ଟା କରୁଛି କି ।ଆଉ ଯେଉଁଥିପାଇଁ ପୋ-ଲି-ସ ଜାଣିଶୁଣି ଯେଉଁ ଭ୍ୟାନ ରେ ଅର୍ଚ୍ଚନା ଙ୍କୁ ଆଣିଥିଲା ତାର ଚାରିପଟ କୁ ନିବୁଜ କରି ରଖିଥିଲା । ଅର୍ଚ୍ଚନା ଙ୍କୁ କେହି ମାରିଦେଇ ନିଜ ରାସ୍ତା ର କଣ୍ଟା କୁ ସଫା କରିଦେବାକୁ ଚାହେଁ । ତେବେ ବର୍ତ୍ତମାନ ଏଥିପାଇଁ ଅର୍ଚ୍ଚନାଙ୍କ ମାମଲା କୁ ନେଇ ଉଠୁଛି ଅନେକ ସାରା ସନ୍ଦେହ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *