ରାତିରେ ମଜା ଆସିଲାନି ଦିନରେ କରିବା | ଦେଖନ୍ତୁ ଏହି ମହିଳା ଙ୍କ Video…

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ବର୍ତ୍ତମାନ ଜଣେ ମହିଳା ଗଣ ମାଧ୍ୟମ ସାମ୍ନାରେ କହିଛନ୍ତି ଅନେକ କିଛି କଥା । ତେବେ ମହିଳା ଜଣକ କହିଛନ୍ତି ଯେ , ମୋ ନାମ ହେଉଛି ସୁନୀତା । ମୁଁ ଏଠାକାର ସବୁଠୁ ବଡ ବୋହୂ । ପ୍ରଧାନ ଜୀ ହେଉଛନ୍ତି ମୋ ଦିଅର। ମୋ ସ୍ବାମୀ ଜଣେ ଇଞ୍ଜିନିୟର ଅଟନ୍ତି । ମୁଁ ଯେତେବେଳେ ଯାଉଥିଲି ସେତେବେଳେ ଜଣେ ଆସି ମୋ ଚେନ୍ ନେଇଗଲା । 

 

ଆଉ ମୋ ବ୍ଲାଉଜ କୁ ଯାହା କରିଛନ୍ତି ,ଯଦି ଆପଣ ମହିଳା ହୋଇଥାନ୍ତେ ତାହେଲେ ଖୋଲିକି ଦେଖେଇଥାନ୍ତି ସେମାନେ କଣ କରିଛନ୍ତି । ଆଉ ଆପଣଙ୍କୁ ଯଦି ପ୍ରମାଣ ଦରକାର ତାହେଲେ ମୁଁ ପ୍ରମାଣ ଦେଖେଇବାକୁ ବି ପ୍ରସ୍ତୁତ ଅଛି । ଏହାପରେ କହିଛନ୍ତି ଯେ, ଛୋଟ ଜାତି ଲୋକ କଣ ମଜା ଦେବାକୁ ହୋଇଥାନ୍ତି । ତାଙ୍କର କଣ କିଛି ଇଜ୍ଜତ ନଥାଏ କି। ତମେ ବର୍ଦି ପିନ୍ଧିଛ ଗରିବ ମହିଳା ମାନଙ୍କ ସହ ରାତିରେ ମଜା ନେବାକୁ ଚାହୁଁଛ ।

 

ରାତିରେ ତାଙ୍କୁ ମଜା ମିଳିଲାନି ବୋଲି ଦିନରେ ଆସିଲେ ,ଆଉ ତା ପରଦିନ ରାତିରେ ପୁଣି ଆସିଲେ । ଆମେ ମାନେ ଏଠାରେ ସୁରକ୍ଷିତ ନୁହଁ ।ଆଉ ଆମେ ଏହା ଦାବି କରୁଛୁ ଯେ ,ଯୋଗୀ ଜି ଆସନ୍ତୁ ଆଉ ଯେଉଁ ମାନଙ୍କୁ ବର୍ଦୀ ଦେଇଛନ୍ତି ,ଆସି ଦେଖନ୍ତୁ ସେମାନେ କେମିତି ଫାଇଦା ଉଠାଉଛନ୍ତି । ଆଉ ଯଦି ଆସିବେନି ତାହେଲେ ଆମେ ଫା-ଶୀ ଲଗେଇ ଦେବୁ , ଆମ ପାଖରେ ଆଉ କିଛି ଉପାୟ ନାହିଁ । ଗୋଟେ ଅଫିସର କହିକି ଗଲା ମଜା ମିଳିଲାନି ରାତିରେ ।

 

 ଆଉ କହିଲେ ଯେ , ରାତିରେ ମଜା ଆସିଲାନି ସେଥିପାଇଁ ଆମେ ଦିନରେ ଆସିଛୁ ।ମହିଳା ଜଣକ ଏହାପରେ କହିଛନ୍ତି ଯେ, ଯୋଗୀ ଜୀ ମହିଳା ମାନଙ୍କୁ କି ଇଜ୍ଜତ ଦେଉଛନ୍ତି ।ଆମକୁ ଏମିତି ଜୀବନ ବଞ୍ଚିବାର ନାହିଁ , ଯେଉଁଠି ଟିକେ ଇଜ୍ଜତ ନାହିଁ । କେବଳ ଏତିକି ନୁହେଁ ପୋ-ଲି-ସ ; ମହିଳା ମାନଙ୍କ ସହ ଖରାପ ବ୍ୟବହାର କରିବା ସହ ଶେଷରେ ସେମାନଙ୍କୁ ଧମକ ମଧ୍ୟ ଦେଇଛନ୍ତି ।ମହିଳା ଜଣକ କହିଛନ୍ତି ,ଆମକୁ ନ୍ୟାୟ ଦରକାର ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *