ସାହାରୁଖ ଖାନ୍ ଙ୍କ ପୁଅ ଆର୍ଯ୍ୟନ୍ ଗିରଫ ହୋଇଥିବା ସମୟ ରେ ସାହାରୁଖ ଖାନ୍ କହିଛନ୍ତି ଏହି ସବୁ କଥା ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବର୍ତ୍ତମାନ ସାହାରୁଖ ଖାନ୍ ଙ୍କ ପୁଅ ଆର୍ଯ୍ୟନ୍ ଗିରଫ ହୋଇଥିବା ସମୟ ରେ ସାହାରୁଖ ଖାନ୍ କହିଛନ୍ତି ଏହି ସବୁ କଥା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ବନ୍ଧୁଗଣ ସାହାରୁଖ ଖାନ୍ ଙ୍କ ପୁଅ ଆର୍ଯ୍ୟନ୍ NCB ର ହେପାଜତ ରେ ରହିଛନ୍ତି । ଆଉ ଏବେ ଯେତେ ଯେତେ ଅଧିକ ଦିନ ବିତୁଛି ସେତେ ସେତେ ଅସ୍ଥିର ହେବାକୁ ଲାଗୁଛନ୍ତି ସାହାରୁଖ ଖାନ୍ । ସାହାରୁଖ ଖାନ୍ ନିଜର ପୁତ୍ର କୁ NCB ର ହେପାଜତ ରୁ ବାହାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଆଉ ଆର ପଟ ରେ ସାହାରୁଖ ଖାନ୍ ଙ୍କ ଓକିଲ ସତିଶ ମଂଶନ୍ତେ ସେ ନିଜର ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ଯେମିତି ଅର୍ଯ୍ୟନ୍ ଙ୍କୁ ବେଲ୍ ମିଳିବ । ବଡ ବଡ ସିନେମା କଳାକାର ଙ୍କ ବେଲ୍ କରାଇଥିବା ଏହି ଓକିଲ ଏବେ ଚୁପ୍ ବସି ନାହାନ୍ତି ।

ଅନ୍ୟ ପଟ ରେ ସେ ତାଙ୍କର ଗୋଟେ ପରେ ଗୋଟେ ତର୍କ କୁ ପ୍ରସ୍ତୁତ କରୁଛନ୍ତି ଯେଉଁ ତର୍କ କୁ ସେ କୋର୍ଟ ରେ ମୁଖ୍ୟ ବିଚାରପତି ଙ୍କ ସାମ୍ନା ରେ ରଖିଥିଲେ । ସେହି ତର୍କ ହେଉଛି ପ୍ରଥମତଃ ଆର୍ଯ୍ୟନ କୌଣସି ପ୍ରକାର ନିଶା ଦ୍ରବ୍ୟ ର ସେବନ ସେଠାରେ କରି ନଥିଲେ ।ଦ୍ଵିତୀୟ ତର୍କ ସେ ଦେଇଥିଲେ ଏହା ଯେ ସେ ଏହାର ଟିକେଟ ସେଠାରେ କିଣି ନଥିଲେ । ତୃତୀୟ ତର୍କ ଟି ହେଉଛି ତାଙ୍କ ପାଖରୁ କୌଣସି ପ୍ରକାର ନିଶା ଦ୍ରବ୍ୟ ବାହାରି ନଥିଲା । ଚତୁର୍ଥ ତର୍କ ଟି ହେଉଛି ଆର୍ଯ୍ୟନ୍ ଙ୍କ ହ୍ୱାଟସାପ ଚାଟ ରେ ସିଧାସଳଖ କୌଣସି ବି ନିଶା ଦ୍ରବ୍ୟ କଥା ଲେଖା ଯାଇ ନାହିଁ ସେ ଏହା ଲେଖି ଥିଲେ କି ମାଲ୍ କେବେ ଆସିବ । ତେବେ ସେହି ମାଲ୍ ଟି କଣ ବୋଲି ଏହା ଉପରେ ମଧ୍ୟ ବହୁତ୍ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହାପରେ ଓକିଲ ଏହା କହିଛନ୍ତି କି ଯଦି ଗୋଟେ ବ୍ୟକ୍ତି ର ନିଶା ଦ୍ରବ୍ୟ ସହିତ କୌଣସି ସଂଯୋଗ ନାହିଁ ତାହେଲେ ତାଙ୍କୁ କାହିଁକି ହେପାଜତ ରେ ରଖା ଯାଇଛି । ଅନ୍ୟ ପଟ ରେ କୋର୍ଟ ର ମୁଖ୍ୟ ବିଚାରପତି କହିଛନ୍ତି ଜେ ଯେ ପର୍ଯ୍ୟନ୍ତ ଏହି ଘଟଣା ର ଅନ୍ୟ କୌଣସି ଚିତ୍ର ସ୍ପଷ୍ଟ ହୋଇ ନାହିଁ ସେ ପର୍ଯ୍ୟନ୍ତ ଆର୍ଯ୍ୟନ୍ ଙ୍କୁ NCB ସହ ସହଯୋଗ କରିବାକୁ ପଡ଼ିବ ।

ଅନ୍ୟ ପଟ ରେ କାନ୍ଦ କାନ୍ଦ ହୋଇ ଥିବା ଆର୍ଯ୍ୟନ୍ ଅନେକ କିଛି କହିଛନ୍ତି NCB ସାମ୍ନା ରେ । ନିଜ ବାପା ଙ୍କୁ ଦେଖା କରିବା ପାଇଁ ତାଙ୍କୁ ଅନୁମତି ନେବାକୁ ପଡେ । ଯେତେବେଳେ ସେ ବିଦେଶ ରେ ସେତେବେଳେ ସେ ନିଶା ସେବନ କରୁଥିଲେ । ବର୍ତ୍ତମାନ ତାଙ୍କ ଶରିର ରେ କୌଣସି ପ୍ରକାରର ର ନିଶା ଜାତ ଦ୍ରବ୍ଯ ଅଛି କି ନାହିଁ ଏହା ତ ବ୍ଲଡ଼ ରିପୋର୍ଟ ରୁ ଜଣା ପଡ଼ିବ ।

ଅନ୍ୟ ଗୋଟେ କଥା ଯେଉଁ ଅନ୍ୟାନ୍ୟ ମାଧ୍ୟମ ଦେଇ ନିଶା ଦ୍ରବ୍ୟ ସେଠାକୁ ଆସିଲା ତାହା କିପରି ଆସିଲା । ଆର୍ଯ୍ୟନ୍ କଣ ଜାଣିଥିଲେ କି ତାଙ୍କର ଯେଉଁ ବନ୍ଧୁ ରହିଛନ୍ତି ଅର୍ବାଜ୍ ଏବଂ ମୁନମୁନ ସେ ଆଗରୁ ନିଶା ଦ୍ରବ୍ୟ ର କରୁଥିଲେ ବୋଲି । ଏହା ସହ ଆର୍ଯ୍ୟନ୍ ଖାନ୍ କଣ ଜାଣିଛନ୍ତି କି ଯେଉଁ ନିଶା ଦ୍ରବ୍ୟ ଆସିଛି ତାହା ସହ ସେ କିପରି ସଂଯୋଗ ହୋଇ ରହିଛନ୍ତି ବୋଲି । ଏହିପରି ଅନେକ ଗୁଡ଼ିଏ ପ୍ରଶ୍ନ ର ଉତ୍ତର ଏବେ ଯାଏ ମିଳି ନାହିଁ ।

ଅନ୍ୟ ପଟ ରେ ସେହି ପାର୍ଟି କୁ ଆୟୋଜିତ କରିଥିବା NAMAS’ CRAY ର ୪ ଜଣ ଅଧିକାରୀ ଙ୍କୁ ଗିରଫ ମଧ୍ୟ କରାଯାଇଛି । ଏହା ଶୁଣା ଯାଉଚି କି ଏହି ପାର୍ଟି କୁ ଆୟୋଜିତ କରିବା ପାଇଁ ସାହାରୁଖ ଖାନ୍ ଙ୍କୁ ପୁଅ ଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବରେ ବ୍ୟବହାର କରା ଯାଇଥିଲା । ଯଦି ସେ ବ୍ରାଣ୍ଡ ଆମ୍ବାସାଡର ହୋଇଥିବେ ତାହେଲେ ଏହାର ଚୁକ୍ତି ମଧ୍ୟ ହୋଇଥିବ ,କଣ ସେହି ଚୁକ୍ତି କୁ ଦେଖାଇ ପାରିବେ ଉଭୟ ସାହାରୁଖ ଖାନ୍ ପୁଅ ଏବଂ ସେହି କମ୍ପାନୀ । ଏହିପରି ସମସ୍ତ କଥା କୁ ନେଇ ବହୁତ୍ ଗୁଡ଼ିଏ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି । ଅନ୍ୟ ପଟ ରେ ଆର୍ଯ୍ୟନ୍ ଙ୍କୁ ତାଙ୍କର କ୍ୟାରିଅର ଆରମ୍ଭ ହେବା ପୂର୍ବରୁ ଏକ ବଡ ଧକ୍କା ଲାଗିଛି ।

ଏହି ସମୟ ରେ ସାହାରୁଖ ଖାନ୍ କହିଛନ୍ତି କି ମୋ ପୁଅ ଉପରେ ହେଉଥିବା ପ୍ରତି ଟି ଅତ୍ୟାଚାର ର ପ୍ରତିଶୋଧ ମୁଁ ନେବି । ମୁଁ ପୁଅ ର ଜୀବନ କୁ ଯେଉଁ ମାନେ ନଷ୍ଟ କରିବାକୁ ଚାହୁଁଛନ୍ତି ମୁଁ ସେମାନଙ୍କ ଜୀବନ କୁ କେବେ ସ୍ଥିର ହୋଇ ରହିବାକୁ ଦେବିନି । ଯେଉଁ ମାନେ ମୋର ପୁଅ ର କ୍ୟାରିଅର କୁ ବାର୍ବାଦ କରୁଛନ୍ତି ମୁଁ ସେମାନଙ୍କ କ୍ୟାରିଅର କୁ ସବୁ ଦିନ ପାଇଁ ବର୍ବାଦ କରିଦେବି । ଏହିପରି ଅନେକ କିଛି କଥା ଏବେ କହୁଥିବାର ଶୁଣିବାକୁ ମିଳୁଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *