ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଧାମନଗର ରେ ସରକାର ବିରୋଧୀ ଭାଷଣ ଦେଇ ବିଜେଡି ର ଅକଲ ଗୁଡୁମ୍ କରିଦେଲେ ଏହି ବିଜେପି ନେତ୍ରୀ ଜଣଙ୍କ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଆପଣ ମାନେ ତ ଧାମନଗର ର ବାଏଇଲେକ୍ସନ କଥା ତ ଜାଣିଥିବେ।ତେବେ ସେଠି ଇଲେକ୍ସନ ପାଇଁ ପ୍ରଚାର ଜୋରଦାର୍ ଚାଲିଛି।ସବୁ ଦଳ ନିଜ ଦଳ ର ପ୍ରାର୍ଥୀ ମାନଙ୍କୁ ଜିତାଇବା ପାଇଁ ପ୍ରବଳ ଚେଷ୍ଟା କରୁଛନ୍ତି।ସବୁ ଦଳ ର ନେତା,ମନ୍ତ୍ରୀ,ନେତ୍ରୀ ମାନେ ଆସୁଛନ୍ତି ସେଠାରେ ପ୍ରଚାର କରିବା ପାଇଁ।ତେବେ ଏବେ ଜଣେ ବିଜେପି ନେତ୍ରୀ ସେଠାରେ ପ୍ରଚାର କରିବାକୁ ଆସି ଏମିତି ସରକାର ବିରୋଧୀ ଭାଷଣ ଦେଇଛନ୍ତି ତାହା ଶୁଣିଲେ ବିରୋଧୀ ମାନଙ୍କର ବୁଦ୍ଧି ଶୂନ ହୋଇଯିବ।
ସେ ତାଙ୍କ ଭାଷଣ ରେ ପ୍ରଶ୍ନ ପଚାରିଛନ୍ତି ଯେ ଏଇ ନବୀନ ସରକାର ୨୨ ବର୍ଷ ଶାସନ ମଧ୍ୟ ରେ କ’ଣ ଉନ୍ନତି କରିଛି।କାଳିଆ ଯୋଜନା ରେ ଚାଷୀ ଭାଇ ମାନେ ଉପକୃତ ହେଉନାହାନ୍ତି ବରଂ ଚାରି ତାଲା ବିଲ୍ଡିଂ କରିଥିବା ଲୋକ ଦଲାଲ ଦ୍ଵାରା ଉପକୃତ ହେଉଛନ୍ତି।ଯେତେବେଳେ ଚାଷୀ ମାନେ ତାଙ୍କର ଦାବି ନେଇ ରାଜଧାନୀ ପହଞ୍ଚିଥିଲେ ସେତେବେଳେ ତାଙ୍କୁ ସେଠି ପୋଲିସ୍ ଲଗାଇ ବାହାର କରିଦେଲେ।
ଆଉ ଯେଉଁ ସବୁ ଯୋଜନା କରିଥିଲେ କ’ଣ ପାଇଁ ସେ ସବୁ କାର୍ଯ୍ୟକାରୀ ହେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି। ମହିଳା ସଶକ୍ତିକରଣ ନାମ ରେ ସରକାର ମହିଳା ମାନଙ୍କୁ ଭୁଆଁ ବୁଲାଉଛନ୍ତି।ଯଦି ମହିଳା ପ୍ରତି ଏତେ ଯତ୍ନବାନ ତେବେ କଣ ପାଇଁ ମହିଳା ମାନେ ନ୍ୟାୟ ପାଉନାହାନ୍ତି। କେବଳ ଜଣେ ମହାନ୍ ନେତା ଯିଏ କି ନାରୀ ମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ଥିଲେ ସେ ହେଉଛନ୍ତି ଅଟଳ ବିହାରୀ ବାଜପେୟୀ ସରକାର।
ଅର୍ଚ୍ଚନା ନାଗ କେସ୍ ରେ ସଂପୃକ୍ତ ନେତା ମାନଙ୍କୁ ଲୋକ ଲୋଚନକୁ ଆଣୁ ନାହିଁ ସରକାର କାହିଁକି ନା ଏବେ ବାଏଇଲେକ୍ସନ ଚାଲିଛି ବୋଲି।ବିଜେଡି ନେତା ମାନେ କହୁଛନ୍ତି ଯେ ସେମାନେ ବିଜୁ ବାବୁଙ୍କ ସ୍ବପ୍ନ କୁ ସାକାର କରିବା କଥା କହି ଜନସାଧାରଣଙ୍କୁ ମିଛ କହୁଛନ୍ତି।ସେ ଆହୁରି ୨୨ ବର୍ଷ ର ନବୀନ ସରକାର ଓ ୮ବର୍ଷ ର ମୋଦି ସରକାର ଙ୍କ ମଧ୍ୟ ରେ ତୁଳନା କରିଛନ୍ତି।ଏମିତି କହିକି ଭାଷଣ ଦେଇଥିଲେ ସେହି ନେତ୍ରୀ ଜଣଙ୍କ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।