ଅଶ୍ଲୀଳ ନୃତ୍ୟ କୁ ବିସ୍ପୋରକ ବୟାନ ଦେଲେ ବରିଷ୍ଠ ଯାତ୍ରା ଅଭିନେତା ଦୈତାରୀ ପଣ୍ଡା ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅଶ୍ଲୀଳ ନୃତ୍ୟ କୁ ନେଇ ଏମିତି କହିଲେ ବରିଷ୍ଠ ଯାତ୍ରା ଅଭିନେତା ଦୈତାରୀ ପଣ୍ଡା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଯାତ୍ରାପ୍ରେମି ବନ୍ଧୁ ଗଣ ଆଜିର ଏହି ଖବର ଯାତ୍ରା ଜଗତରେ ହଲ୍ ଚଲ୍ ସୃଷ୍ଟି କରିଛି। ଏମିତି କିଛି ଘଟଣା ଯାତ୍ରାରେ ଘଟୁଛି ଯାହାକି ଦର୍ଶକ ପସନ୍ଦ କରୁନାହାଁନ୍ତି। ବିଶେଷ କରି ଯାତ୍ରାରେ ହେଉଥିବା ନାଚ ଦର୍ଶକ ମାନଙ୍କୁ ପସନ୍ଦ ଆସୁନାହିଁ। ନାଚରେ ଝିଅ ମାନଙ୍କର ବିକୃତ ପୋଷାକ ସହିତ ନାଚର ଢଙ୍ଗ ଦର୍ଶକ ମାନଙ୍କୁ ଜମବି ପସନ୍ଦ ଆସୁନାହିଁ। ଯାହା ଫଳରେ ଯାତ୍ରା କଳାକାରମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦର୍ଶକ ଙ୍କ ପାଖରେ ଯାତ୍ରା କଳାକାର ମାନଙ୍କର ସମ୍ମାନ ହାନି ଘଟୁଛି। ଏହି କଥାକୁ ନେଇ ମୁଁହ ଖୋଲିଛନ୍ତି ,  ବରିଷ୍ଠ ଯାତ୍ରା ଅଭିନେତା ଦୈତାରୀ ପଣ୍ଡା । 

 

ସେ କହିଛନ୍ତି ଯେଉଁ ନୃତ୍ୟ ଦର୍ଶକ ଚାହୁଁ ନାହାନ୍ତି କାହିଁକି ଏମିତି ନୃତ୍ୟ କରୁଛ ଯାହାଫଳରେ ଦର୍ଶକ ମାନଙ୍କର ଯାତ୍ରା ପ୍ରତି ବିରକ୍ତି ଭାବ ଆସିଯାଇଛି।ଦର୍ଶକ ମାନେ ଯେଉଁ ଜିନିଷ ଚାହୁଁ ନାହାଁନ୍ତି କଣ ପାଇଁ ତାଙ୍କ ସାମ୍ନା ରେ ପରିବେଷଣ କରୁଛ । ତାହେଲେ ସମସ୍ତେ କଣ ଏହି ଦୃଶ୍ୟ ଦେଖିବାକୁ ପସନ୍ଦ କରନ୍ତି ନା ଚାହାଁନ୍ତି । ଇଏ ହେଉଛି ମଞ୍ଚ ତାକୁ କଣ ଭାବୁଛ କି ତମ ଖଟ , ହଁ ବନ୍ଧୁ ଅତି ନିକଟ ରେ ଭଦ୍ରକ ଜିଲ୍ଲା ଚରମ୍ପା ରେ ଚାଲିଥିଲା ଯାତ୍ରା ସେହି ସମୟ ରେ ଦେଖିବାକୁ ମିଳିଥିଲା ଅଭାବନୀୟ ଘଟଣା । ରାଜ ନନ୍ଦିନୀ ପାର୍ଟି ପକ୍ଷ ରୁ ନାଚ ପରିବେଷଣ କରୁଥିଲେ ରାନୀ ପ୍ରିୟଦର୍ଶିନୀ ।ରାନୀ ଙ୍କ ନାଚ କୁ ଜଣେ ମହିଳା ବିରୋଧ କରିବା ସହ ଚପଲ ମାଡ କରିଥିଲେ । 

 

ବର୍ତ୍ତମାନ୍ ସମୟ ରେ ଏହି ଦୃଶ୍ୟ ଓ ନାଚ ବିବାଦ କୁ ଆସିବା ପରେ ଯାତ୍ରା ଟାଇଗର ଦୈତାରୀ ପଣ୍ଡା ଏହାକୁ ନେଇ ନୁହଁ ଖୋଲିଛନ୍ତି । ନାଚ କରିବା ପୂର୍ବ ରୁ ତାକୁ ଏହି ନାଚ କରିବାକୁ ନିର୍ଦ୍ଦେଶ ଦିଆ ଯିବା ଦରକାର ଥିଲା ଏହି ନାଚ ପରିବେଷଣ ନ କରିବାକୁ।ଦର୍ଶକ ମାନେ ଯେଉଁ ଜିନିଷ ଚାହୁଁ ନାହାଁନ୍ତି ତାହା ଦେଖାଇଲେ ଆପଣ ମାଡ ଖାଇବେ ନାହିଁ ତା ଆଉ କିଆ ଖାଇବା। ସୀମା ଭିତରେ ରହି ସବୁ କାର୍ଯ୍ୟ କରିବାକୁ କହୁଛନ୍ତି ଦୈତାରୀ ପଣ୍ଡା । ଏହି ଷ୍ଟେଜ ଉପରେ ଆଇଟମ ଗାର୍ଲ୍ ରାନୀ ପ୍ରିୟଦର୍ଶିନୀ ଛୋଟ ଛୋଟ ଡ୍ରେସ୍ ପିନ୍ଧି , ମେକପ୍ ନେଇ ନୃତ୍ୟ କରୁ ଥିଲେ ଦର୍ଶକ ମାନ ଙ୍କ ପାଇଁ ।

 

ଏହି ଅଶ୍ଳୀଳ ନୃତ୍ୟ ଜଣେ ମହିଳା ଙ୍କୁ ପସନ୍ଦ ଆସି ନ ଥିଲା ଯାହା ଫଳ ରେ କି ସେ ନିଜ ସ୍ଥାନ ରୁ ଉଠି ଚପଲ ମାଡ ମାରି ଷ୍ଟେଜ ଉପର କୁ ଯାଇଥିଲେ ଓ କହିଥିଲେ କଣ ପାଇଁ ଏହି ନୃତ୍ୟ ପରିବେଷଣ କରୁଛନ୍ତି । ହଁ ବନ୍ଧୁ ମହିଳା ନିଜ କାର୍ଯ୍ୟ ପାଇଁ ବା ଏହି କାର୍ଯ୍ୟ ରୋକିବା କୁ ଯେଉଁ ଭଳି ଭାବେ ସେ ପ୍ରୟାସ କରିଛନ୍ତି ତାହା କୁ ଲୋକ ମାନେ ପ୍ରଶଂସା କରୁଛନ୍ତି । ହଁ ଆଜ୍ଞା ଯାତ୍ରା କଳାକାର ମାନେ ସେୟା ଦେଖାଇବା ଦରକାର ଯାହା ଦର୍ଶକ ମାନେ ପସନ୍ଦ କରିବେ,ବରଂ ତାହା ନୁହଁ ଯାହା ଦର୍ଶକ ଙ୍କୁ ପସନ୍ଦ ନୁହଁ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *