ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅଶ୍ଳୀଳ ନାଚ କରିଥିବା ନେଇ ଅଭିଯୋଗ ଆସିଥିବା ବିଷୟ ରେ ନିଜ କଥା ରଖିଲେ ରାନୀ।ଆସନ୍ତୁ ଜାଣିବା କଣ କହୁଛନ୍ତି ରାନୀ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ପ୍ରତିଦିନ ଆମେ ନ୍ୟୁଜ୍ ରେ ଆମେ ଦେଶ ଦୁନିଆ ବିଷୟ ରେ ବିଭିନ୍ନ ପ୍ରକାର ଖବର ଦେଖୁଛୁ।ବିଭିନ୍ନ ଲୋକ ମାନଙ୍କ ସମ୍ପର୍କରେ ଆମେ ଜାଣୁଛୁ ମଧ୍ୟ।କେବେ ଭଲ ଖବର ଦେଖୁଛୁ ତ କେବେ ଖରାପ ଖବର ଦେଖୁଛୁ।ତେବେ ଏବେ ଯେଉଁ ଖବର ଭାଇରାଲ୍ ହେବାରେ ଲାଗିଛି ତାହା ହେଉଛି ଯାତ୍ରା ମଞ୍ଚ ଉପରେ ରାନୀ ପ୍ରିୟଦର୍ଶିନୀ ସାହୁ ଙ୍କ ଅଶ୍ଳୀଳ ନାଚ ସମ୍ବନ୍ଧ ରେ। ଆପଣ ମାନେ ତ ଜାଣିଥିବେ କଥା ଟି କ’ଣ ବୋଲି।ତେବେ କଥା ହେଉଛି ରାନୀ ମଞ୍ଚ ଉପରେ ଅଶ୍ଳୀଳ ନାଚ କରୁଥିଲେ ସେଥି ପାଇଁ ଜଣେ ମହିଳା ଦର୍ଶକ ତାଙ୍କ ଉପର କୁ ଜୋତା ଫିଙ୍ଗିଲେ।ଏଇ କଥା ଉପରେ ରାନୀ ନିଜେ ନିଜର କଥା ରଖିଛନ୍ତି।
ତେବେ ତାଙ୍କ କହିବା କଥା ହେଉଛି ସେ ହେଉଛନ୍ତି ଏକ୍ଟ୍ରେସ୍ ,ଆଇଟମ୍ ଡାନ୍ସର୍ ଓ ସୋସିଆଲ୍ ୱର୍କର୍ ମଧ୍ୟ।ସେ କଣ ଜାଣିନାହାନ୍ତି ଯେ ସେ କେଉଁ କାମ କରିଲେ ସମାଜ କୁ କେଉଁ ବାର୍ତ୍ତା ଯିବ ବୋଲି।ତାଙ୍କ ଅନୁସାରେ ସେ କିଛି ବି ଭୁଲ୍ କରିନାହାନ୍ତି।ସେ ଯାହା କରିଛନ୍ତି ତାହା ତାଙ୍କ କାମ ର ଅଂଶ ଥିଲା।ନା ତାଙ୍କର ଡ୍ରେସ୍ ପିନ୍ଧା ଭୁଲ୍ ଥିଲା ନା ତାଙ୍କର ଡାନ୍ସ ଷ୍ଟେପ୍ ଭୁଲ୍ ଥିଲା।ନଖ ସନ୍ଧି ରୁ ଦୋଷ ଖୋଜିବା ଭଳି ତାଙ୍କର ଭୁଲ୍ ଖୋଜା ହେଉଛି ବୋଲି ସେ କହିଛନ୍ତି।
ସେ ଯାତ୍ରା ଜଗତ ରେ ଆଇଟମ୍ ଡାନ୍ସର୍ ଭାବରେ ୫ ବର୍ଷ ହେଲାଣି କାମ କରୁଛନ୍ତି।ସେ ଅଭିନୟ ବି କରନ୍ତି ଓ ଆଇଟମ୍ ଗୀତ ରେ ଡାନ୍ସ ବି କରନ୍ତି।ଦର୍ଶକ ତାଙ୍କୁ ଯେଉଁଥିରେ ଭଲ ପାଇବା ଦେବେ ସେ ସେଥିରେ କାମ କରିବେ ବୋଲି ସେ କହିଛନ୍ତି।ସେ ଆହୁରି ଉଦାହରଣ ଦେଇ କହିଛନ୍ତି ଯେ ପ୍ରବଚନ ଦବା ପାଇଁ ଡାକିଥିବା ମଣିଷ କୁ ଯଦି ଆଇଟମ୍ ଗୀତ ଗାଇବା ପାଇଁ କହିବ ସେ କ’ଣ ଗାଇବ କି। ମୁଁ ଆଇଟମ୍ ଗୀତ ରେ ଡାନ୍ସ କରୁଥିଲି,ତେଣୁ ମୁଁ କିଛି ଭୁଲ୍ କରିନି,ମୁଁ ମୋର ସୀମା ଭିତରେ କାମ କରିଛି ବୋଲି ରାନୀ କହିଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।