ମୋ ଅଙ୍ଗରେ ତୁମେ ; ସବୁ ରୂପରେ ମୁଁ ତୁମକୁ ଦେଖିବି – Viral Call Recording…

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ ,ଭାଇରାଲ ହେଉଛି ଯୁବକ ଓ ମହିଳା ଙ୍କ ଅ-ଶ୍ଳୀ-ଳ କଲ୍ ରେକଡିଂ। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବର୍ତ୍ତମାନ ସମୟ ରେ ଛୋଟ ଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡିତ ଅଛନ୍ତି । ତେବେ ଏହି ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଫଟୋ ,ଭିଡ଼ିଓ ,ଅଡିଓ ତଥା କିଛି ଖବର ବିଷୟରେ ଜାଣିବାକୁ ମିଳିଥାଏ। ଜଣେ ଯୁବକ ଓ ଜଣେ ମହିଳା ଙ୍କ କଲ୍ ରେକର୍ଡିଂ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

 

ଭାଇରାଲ ହେଉଥିବା ଅଡିଓ ରେ ଏହା ଶୁଣିବାକୁ ମିଳିଛି ଯେ , ଯୁବକ ଜଣକ ମହିଳା ଙ୍କୁ ପ୍ରଥମେ କହୁଛନ୍ତି ହାଏ ମେରି ଜାନ୍ । ଏହାପରେ ସେହି ଯୁବକ ଜଣକ ମହିଳା ଙ୍କୁ କହୁଛନ୍ତି ଯେ ,ତୁ ସବୁ ରୂପରେ ମତେ ଭଲ ପାଇବା ଦେଉ । ଆଉ ଏହାପରେ ସେହି ଯୁବକ ଜଣକ ପୁଣି କହିଛନ୍ତି ,ତୋର ସବୁ ଢଙ୍ଗ ନିଆରା ଅଟେ ଏବଂ ତୋର ସବୁ ଅଙ୍ଗ ବି ନିଆରା ଅଟେ ।ଆଉ ଏଥିପାଇଁ ମୁଁ ତୋ ପଛରେ ପାଗଳ ।

 

ଆଉ ଏହାପରେ ମହିଳା ଜଣକ ତାଙ୍କୁ କହିଥିଲେ , ଆଇ ଲଭ୍ ୟୁ ଏବଂ ଉତ୍ତରରେ ଯୁବକ ଜଣକ କହିଥିଲେ ଆଇ ଲଭ୍ ୟୁ । ତେବେ ବନ୍ଧୁଗଣ ଯୁବକ ଓ ମହିଳା ଫୋନ୍ ରେ ଏହିପରି ବହୁତ କିଛି କଥା ହୋଇଥିଲେ। ଆଉ ବର୍ତ୍ତମାନ ସମୟରେ ସେମାନଙ୍କ ଫୋନ୍ କଲ୍ ରେକର୍ଡ଼ିଂ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଏହି ଅଡିଓ ରେକର୍ଡ କୁ ଶୁଣିଲେ ଆପଣ ଜାଣି ପାରିବେ ,ଯୁବକ ଓ ମହିଳା କିପରି ଭାବେ କଥା ହେଉଥିଲେ। 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *