ବରିଷ୍ଠ ଯାତ୍ରା ଅଭିନେତା ଦୈତାରୀ ପଣ୍ଡା କହିଲେ ଯେଉଁ ନୃତ୍ୟ ଦର୍ଶକ ଚାହୁଁ ନାହାନ୍ତି କାହିଁକି ଏମିତି ନୃତ୍ୟ କରୁଛ – ଦେଖନ୍ତୁ ଭିଡିଓ

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ ।ତମେ ଜୋତା ମାଡ ଖାଇବନି ତ ଆଉ କିଏ ଖାଇବ । ତେବେ ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଥିଲା କିନ୍ତୁ ଆଉ ଏପରି ଘଟଣା ନ ଘଟିବା ନେଇ କୁହା ଯାଇଥିଲା । ଆଉ ସମସ୍ତେ କଣ ଏହି ଦୃଶ୍ୟ ଦେଖିବାକୁ ପସନ୍ଦ କରନ୍ତି ନା ଚାହାଁନ୍ତି । ଆଉ ଇଏ ହେଉଛି ମଞ୍ଚ, ତାକୁ ତମେ କଣ ତମ ଖଟ ଭାବୁଛ କି ।

 

ତେବେ ବନ୍ଧୁଗଣ ଭଦ୍ରକ ଜିଲ୍ଲାର ଚରମ୍ପା ରେ ଚାଲିଥିବା ଯାତ୍ରାରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣାଇ ରଖୁଛୁ ଯେ , ରାଜ ନନ୍ଦିନୀ ପାର୍ଟି ପକ୍ଷରୁ ନାଚ ପରିବେଷଣ କରୁଥିଲେ ରାନୀ ପ୍ରିୟଦର୍ଶିନୀ । ତେବେ ବନ୍ଧୁଗଣ ଏହି ଘଟଣା ସାମ୍ନା କୁ ଆସିବା ପରେ ଯାତ୍ରା ଟାଇଗର ଦୈତାରୀ ପଣ୍ଡା କଣ କହିଛନ୍ତି, ଆସନ୍ତୁ ଜାଣିବା ।

 

ଦୈତାରୀ ପଣ୍ଡା ଏହା କହିଛନ୍ତି ଯେ , ଦର୍ଶକ ମାନେ ଯେଉଁ ଜିନିଷ ଚାହୁଁ ନାହାଁନ୍ତି ତାହା ଦେଖାଇଲେ ଆପଣ ମାଡ ତ ଖାଇବେ ।ସେଥିପାଇଁ ସବୁ ଜିନିଷ ସୀମା ଭିତରେ ରହି କରିବାକୁ ପଡ଼ିଥାଏ । ଏହି ଷ୍ଟେଜ ଉପରେ ଆଇଟମ ଗାର୍ଲ୍ ରାନୀ ପ୍ରିୟଦର୍ଶିନୀ ଛୋଟ ଛୋଟ ଡ୍ରେସ୍ ପିନ୍ଧି ନୃତ୍ୟ କରୁଥିଲେ ଏବଂ ଦର୍ଶକ ମାନଙ୍କ ମନୋରଂଜନ କରିବା ପାଇଁ ବେଶ୍ ଠୁମକା ଲଗାଉଥିଲେ ।

 

କିନ୍ତୁ ସେହି ସମୟରେ ସେଠାରେ ଥିବା ଜଣେ ମହିଳା ଙ୍କୁ ଏହି ଅ-ଶ୍ଳୀ-ଳ ନୃତ୍ୟ ଆଦୌ ପସନ୍ଦ ଆସି ନଥିଲା । ଆଉ ଏଥିପାଇଁ ସେହି ମହିଳା ଜଣକ ନିଜ ସ୍ଥାନରୁ ଉଠି ଚପଲ୍ ମାଡ କରିବା ସହ ଷ୍ଟେଜ ଉପରକୁ ଯାଇଥିଲେ । ଆଉ ଷ୍ଟେଜ ଉପରକୁ ଯାଇ କହିଲେ ଯେ , ଏମିତି ନୃତ୍ୟ କଣ ପାଇଁ ପରିବେଷଣ କରୁଛନ୍ତି । ତେବେ ସେହି ମହିଳା ଙ୍କ ଏଭଳି କାମ ଯୋଗୁଁ ଅନେକ ଲୋକ ମାନେ ତାଙ୍କୁ ବେଶ୍ ପ୍ରଶଂସା କରିଥିଲେ । 

 

ତେବେ ଏହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଆଉ ଏହାକୁ ନେଇ ରାନୀ ବର୍ତ୍ତମାନ ବେଶ୍ ଚର୍ଚ୍ଚାରେ ରହିଛନ୍ତି ।ତେବେ ଏହିଭଳି ନୃତ୍ୟ ସମାଜ ଉପରେ ବେଶ୍ ଖରାପ ପ୍ରଭାବ ପକାଉଛି । କାରଣ ସେଠାକୁ କିଏ ନିଜ ପରିବାର, କିଏ ନିଜ ପୁଅ ଝିଅ କୁ ନେଇ ଆସିଥିବ କିନ୍ତୁ ଏପରି ଦୃଶ୍ୟ ଦେଖିଲେ ନିଶ୍ଚୟ ଖରାପ ଲାଗିବ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *