ଏଥର ରାସନ କାର୍ଡ ଥିଲେ ମିଳିବ ତେଲ, ଲୁଣ, ଜାଇ ମାଗଣାରେ । ଜାଣନ୍ତୁ କେବେ କେମିତି ପାଇବେ…

ବର୍ତ୍ତମାନ ରାଜ୍ୟ ସରକାର ରାଶନ କାର୍ଡ ଅଧିକାରୀ ମାନଙ୍କ ପାଇଁ କଲେ ଏକ ବଡ ଯୋଜନା । ଏହି ଯୋଜନା ଅନୁସାରେ ଉପଭୋକ୍ତା ମାନଙ୍କୁ ରାସନ ସାମଗ୍ରୀ ଚାଉଳ ସହ ଆହୁରି ଅନେକ ଜିନିଷ ମିଳିବାକୁ ଯାଉଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣି ନେବା ଏହି ଯୋଜନା ଟି ବିଷୟ ରେ ।

ରାଶାନ କାର୍ଡ ଉପଭୋକ୍ତା ମାନଙ୍କୁ ଚାଉଳ ସହିତ ଡାଲି,ତେଲ,ଲୁଣ ଭଳି ଅନେକ କିଛି ଜିନିଷ ମିଳିବ ବୋଲି ବର୍ତ୍ତମାନ ସମୟ ରେ ମିଳିଥିବା ସୂଚନା ରୁ ଏହା ଜଣା ପଡ଼ିଛି । କରୋନା ସମୟ ରେ ପିଏମଜିକେଉଆଇ ଯୋଜନା ମାଧ୍ୟମ ରେ ଲୋକ ମାନଙ୍କୁ ଖାଦ୍ୟ ଯୋଗାଇ ଦିଆ ଯାଉଛି । ବର୍ତ୍ତମାନ ଉତ୍ତର ପ୍ରଦେଶ ର ର ମୁଖ୍ୟ ମନ୍ତ୍ରୀ ଆଗାମୀ ଦିନ ରେ ୧ କେଜି ଡାଲି , ୧ ଲିଟର ଓ ଲୁଣ ଯୋଗାଇ ଦେବାର ଯୋଜନା କରୁଛନ୍ତି ।

 

ଆଗକୁ ବିଧାନସଭା ନିର୍ବାଚନ ଆସୁଅଛି ସେଥିପାଇଁ ଆସୁଥିବା ନିର୍ବାଚନ କୁ ଦୃଷ୍ଟି ରଖି ଏହି ଭଳି ଯୋଜନା ପାଇଁ ଚିନ୍ତା କରୁଛନ୍ତି ସରକାର ।ବର୍ତ୍ତମାନ ସରକାର ସେଥିପାଇଁ ସରକାର କଲ୍ଯାଣକାରୀ ଯୋଜନା କୁ ହାତ କୁ ନେଉଛନ୍ତି ଏବଂ ପିଏମଜିକେଉଆଇ କୁ ସମ୍ପ୍ରସାରିତ କରିବା ପାଇଁ ରାଜ୍ୟ ରେ ଚର୍ଚ୍ଚା ଜୋ-ର ଧରିଛି । ଯଦି ଏହି ଯୋଜନା ଟି ଉତ୍ତର ପ୍ରଦେଶ ରେ ଲାଗୁ ହୁଏ ତାହେଲେ ଏହା ଦ୍ଵାରା ଓଡିଶା ରାଶନ ଅଧିକାରୀ ମାନେ ଚାଉଳ ପାଇବା ସହିତ ତେଲ,ଲୁଣ ,ଡାଲି ଆଦି ପାଇବେ ।

ଯୋଗୀ ସରକାର ଏହି ଯୋଜନା କୁ ଆଗାମୀ ବର୍ଷ ମାର୍ଚ ମାସ ପର୍ଯ୍ୟନ୍ତ ଜାରି ରଖିବା ପାଇଁ ବିଚାର ବି-ମ-ର୍ଶ ହୋଇ ସଂଘଠନ ଏବଂ ସମସ୍ତ ବିଧାୟକ ମାନଙ୍କ ସହିତ ବୈଠକ କରିଛନ୍ତି । ତେବେ ଏହି ଯୋଜନା କୁ ନେଇ କୌଣସି ନି-ଷ୍ପ-ତି ନିଆଯାଇ ନାହିଁ ତଥାପି ଯଦି ଏହି ଯୋଜନା ଟି ଉତ୍ତର ପ୍ରଦେଶ ରେ ଲାଗୁ ହୁଏ ତାହେଲେ ପରବର୍ତ୍ତୀ ସମୟରେ ସମସ୍ତ ରାଜ୍ୟ ରେ ଲାଗୁ ହେବ ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *